ବିଷାକ୍ତ ଖାଦ୍ୟ ଖାଇ ୩ମୃତ ୨ଗୁରୁତର

0 80

ମାଲକାନଗିରି : ମାଲକାନଗିରି ଜିଲ୍ଲାର କଚେଲି ଗାଁ ରେ ଅଭାବନିୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ 3 ଭାଇ ଭଉଣୀ ମୃତ , 2 ଗୁରୁତର ହୋଇଛନ୍ତି । ଗୁରୁତର ମା ଓ ଝିଅ କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ବିଷାକ୍ତ ଖାଦ୍ୟ ଖାଇ ଏଭଳି ଘଟିଥିବା ବେଳେ ଘଟଣା ସ୍ଥଳରେ ଡାକ୍ତରୀ ଟିମ ପହଁଚି ପରିବାର ର ଅନ୍ୟ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛି । ତେବେ ଗତକାଲି ଠାରୁ ଏମାନଙ୍କ ଦେହ ଖରାପ ଥିବା ବେଳେ ସେମାନେ ଡକ୍ଟର ଙ୍କ ପାଖକୁ ନ ଯାଇ ଗୁଣିଆ ପାଖକୁ ଯାଇଥିଲେ, ତେବେ ଏହାପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ 3ଜଣଙ୍କ ମୃତ୍ୟୁ ପରେ ଡାକ୍ତର ଙ୍କୁ ଖବର ଦିଆଯାଇଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.