ନୂଆଦିଲ୍ଲୀ, ୧୭ ।୧୦ : ନବରାତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ପାର୍ବଣ ଋତୁ ଅବସରରେ ସେ ଦେଶବାସୀଙ୍କୁ ବଧାଇ ଜଣାଇବା ସହ ଜଗତଜନନୀ ମା’ ଜଗଦମ୍ବା ଆପଣମାନଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ସଂଚାର କରନ୍ତୁ ବୋଲି କହିଛନ୍ତି ।
Your email address will not be published. Required fields are marked *
Comment
Name *
Email *
Website
Save my name, email, and website in this browser for the next time I comment.