ବ୍ରହ୍ମୋସ ସୁପରସୋନିକ ମିସାଇଲର ସଫଳ ପରୀକ୍ଷଣ

0 62

ଚେନ୍ନାଇ, ୧୮ ।୧୦ : ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ ମିସାଇଲ୍କୁ ରବିବାର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ଡିଆର୍ଡିଓ ଅନୁଯାୟୀ ନୌସେନାର ସ୍ୱଦେଶୀ ଷ୍ଟିଲ୍ଥ ଡେଷ୍ଟ୍ରୋୟର ଆଇଏନ୍ଏସ୍ ଚେନ୍ନାଇରୁ ଆରବ ସାଗର ମଧ୍ୟକୁ ଟାର୍ଗେଟ୍ କରାଯାଇଥିଲା । ମିସାଇଲ୍ଟି ସଠିକତା ପୂର୍ବକ ଟାର୍ଗେଟ୍କୁ ସଫଳତାର ସହ ହିଟ୍ କରିଥିଲା । ଚୀନ୍ ସହ ସୀମାରେ ଜାରି ଉତ୍ତେଜନା ମଧ୍ୟରେ ଭାରତ ନିଜର ଶକ୍ତିକୁ ମଜବୁତ୍ କରିବାରେ ଲାଗିଛି । ଏହିକ୍ରମରେ ରବିବାର ଦେଶକୁ ଏକ ବଡ଼ ସଫଳତା ମିଳିଛି ।

Leave A Reply

Your email address will not be published.