ମହିଳାଙ୍କୁ ହତ୍ୟା ଘଟଣାରେ ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କ୍ରାଇମବ୍ରଂଚ ତଦନ୍ତ ଦାବିକଲା ପରିବାର କେନ୍ଦ୍ରାପଡା: ଅଧିକ ଯୈ÷ାତୁକ ଦାବିକରି ମହିଳାଙ୍କୁ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ଘଟଣାରେ ପୋଲିସର ଉଦାସୀନତା…

ପାରାଦୀପ ବନ୍ଦର ଆଙ୍କରେଜ ପଏଣ୍ଟରୁ ୩ଜଣ ବାଙ୍ଗଲାଦେଶୀ ନାବିକ ଉଦ୍ଧାର

ପାରାଦ୍ୱୀପ : ଲଘୁଚାପ ଓ ଲଗାଣ ବର୍ଷା ଯୋଗୁଁ ବଙ୍ଗୋପସାଗର ଅଶାନ୍ତ ହୋଇ ପଡିଛି । ଗୁରୁବାର ଅପରାହ୍ନରେ ବାଙ୍ଗଲାଦେଶରୁ ଲୁହାପଥର…

ଅଗ୍ନିକାଣ୍ଡରେ ୭୦ ହଜାର ଟଙ୍କାର ସଂପତ୍ତି ନଷ୍ଟ

ବୈପାରିଗୁଡା : ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୭୦ ହଜାର ଟଙ୍କାର ସଂପତ୍ତି ଜଳିପଡି ପାଉଁଶ ହୋଇଯାଇଛି। ଘଟଣା ଅନୁଯାୟୀ ବୈପାରିଗୁଡା…

ଜୁଆ ଆଡ୍ଡାରେ ଚଢାଉ

ନଗଦ ୮୮ହଜାରରୁ ଅଧିକ ଟଙ୍କା ଜବତ, ୧୧ ଗିରଫ ଗଞ୍ଜାମ : ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ କ୍ଲିନ୍ ଅପରେସନ…

ରାଜ୍ୟରେ ୧୫ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧୧୯୬ରେ ପହଞ୍ଚିଛି। ଏ…

ରାଜ୍ୟରେ ୧,୯୧୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୯୧୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୯୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୦୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ।…