Monthly Archives

October 2020

ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ଆକ୍ରାନ୍ତ

ୱାଶିଂଟନ: ନିର୍ବାଚନ ପୂର୍ବରୁ ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ଆକ୍ରାନ୍ତ ହୋଇଛନ୍ତି । ଟ୍ରମ୍ପଙ୍କର ବ୍ୟକ୍ତିଗତ ପରାମର୍ଶଦାତା ହୋପ
Read More...

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଘନଉଛି ଆନ୍ଦୋଳନ

ପୋଲିସ ଲାଠିଚାର୍ଜ କରିବା ଅଭିଯୋଗ ଆଣିଲେ ରାହୁଳ ନୋଏଡା: ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏପରିକି କଂଗ୍ରେସ ନେତା
Read More...

କରୋନା ଭୂତାଣୁ ଫୁସଫୁସକୁ ପଥର କରିଦେଉଛି : ବିଶେଷଜ୍ଞ

ନୂଆଦିଲ୍ଲୀ : ଭୋପାଳ ଏମ୍ସ ପରେ ଗୁଜୁରାଟ ଭାରତର ଦ୍ୱିତୀୟ ସର୍ବାଧିକ କରୋନା ମୃତ୍ୟୁ ହେଉଥିବା ସାମ୍ନାକୁ ଆସିଛି । ଏହି ମାରାତ୍ମକ ଭୂତାଣୁ କିପରି ମାନବ ଶରୀରକୁ ନଷ୍ଟ
Read More...

୪ଦିନ ଧରି ଆର୍ମେନିଆ-ଆଜେରବାଇଜାନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ

ନୂଆଦିଲ୍ଲୀ: ଗତ ·ରି ଦିନ ଧରି ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ·ଲିଛି ଘମାଘୋଟ ଯୁଦ୍ଧ । ଏହି ଯୁଦ୍ଧ ବର୍ତ୍ତମାନ ଆଗକୁ ମଧ୍ୟ ବଢିବାର ସମ୍ଭାବନା ସୃଷ୍ଟି ହୋଇଛି ।
Read More...

ପଶ୍ଚିମବଙ୍ଗର କୌଣସି ସାଂସଦଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଭାବେ ନିଯୁକ୍ତି ମିଳିପାରେ

କୋଲକାତା, ୧ ।୧୦ : କରୋନାରେ ରେଳମନ୍ତ୍ରୀ ସୁରେଶ ଅଙ୍ଗାଡ଼ିଙ୍କ ନିଧନ ପରେ କେନ୍ଦ୍ର କ୍ୟାବିନେଟରେ ଖାଲିଥିବା ସ୍ଥାନ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
Read More...

ଚୀନ୍ ପର୍ଯ୍ୟନ୍ତ ନୂତନ ମାର୍ଗ ଖୋଜୁଥିବା ବିଏସଏଫ୍ ଅଧିକାରୀଙ୍କ ମୃତ୍ୟୁ

କିନ୍ନୋର, ୧ ।୧୦ : ହିମାଚଳ ପ୍ରଦେଶରୁ ଚୀନ୍ ପର୍ଯ୍ୟନ୍ତ ଏକ ନୂତନ ମାର୍ଗ ଖୋଜୁଥିବା ଜଣେ ବିଏସ୍ଏଫ୍ ଅଧିକାରୀଙ୍କର ମୃତ୍ୟୁ ହୋଇଛି । ୭୦ ବର୍ଷର ବିଏସ୍ଏଫ୍ର
Read More...

ଏକ ମାସରେ ଭାରତରେ ୪୧% କରୋନା ମାମଲା, ୩୩% ମୃତ୍ୟୁ

ନୂଆଦିଲ୍ଲୀ, ୧ ।୧୦ : ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୬୩ ଲକ୍ଷରୁ ଅଧିକ କରୋନା ମାମଲା ରୁଜୁ ହୋଇଛି ଯେଉଁଥିରେ
Read More...

ଖୋଲିଲା ଭିତରକନିକା ପଟ୍ଟାମୁଣ୍ଡାଇ : ଆଜିଠୁ ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା ତେବେ ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଭିତରକନିକାରେ ପ୍ରବେଶ ଅନୁମତି ମିଳିବ
Read More...