ରାଜ୍ୟରେ ୧୭୦୯ ନୂଆ କରୋନା ପଜିଟିଭ ଚିହ୍ନଟ

0 72

ଭୁବନେଶ୍ୱର : ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୭୦୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୯୮୫ ଓ ସ୍ଥାନୀୟ ଅଞ୍ଚଳରୁ ୭୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା ୨,୯୧,୮୨୫ରେ ପହଞ୍ଚିଛି। ୨,୭୫,୭୪୯ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪,୬୯୨ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୨୧ ଓ କଟକରୁ ୧୧୫। ଅନୁଗୁଳରୁ ୭୯, ବାଲେଶ୍ୱରରୁ ୬୧,ବରଗଡ଼ ୯୯, ଭଦ୍ରକ୧୧, ବଲାଙ୍ଗୀର ୫୩, ବୌଦ୍ଧ ୧୮, ଦେଓଗଡ଼ ୯, ଢେଙ୍କାନାଳ ୬୪, ଗଜପତି ୪, ଗଞ୍ଜାମ ୧୯, ଜଗତସିଂହପୁର ୬୮, ଯାଜପୁର ୪୧, ଝାରସୁଗୁଡ଼ା ୨୮, କଳାହାଣ୍ଡି ୭୨, କନ୍ଧମାଳ ୨୦, କେନ୍ଦ୍ରାପଡ଼ା ୫୦, କେନ୍ଦୁଝର ୭୨, କୋରାପୁଟ ୩୮, ମାଲକାନଗିରି ୩୯, ମୟୁରଭଞ୍ଜ ୧୨୧, ନବରଙ୍ଗପୁର ୨୬, ନୟାଗଡ ୨୯, ନୂଆପଡା ୮୬, ପୁରୀ ୫୮, ରାୟଗଡ଼ା ୧୬, ସମ୍ବଲପୁର ୪୩, ସୋନପୁର ୭, ସୁନ୍ଦରଗଡ଼ ୧୦୭, ଷ୍ଟେଟ ପୁଲ ୩୫ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.