ଏହା ମୋର ଶେଷ ନିର୍ବାଚନ : ନୀତିଶ୍

ପାଟନା, ୫ ।୧୧ : ବିହାରରେ ବିଧାନସଭା ନିର୍ବାଚନ ପ୍ର·ରର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା…

କରୋନା ପାଇଁ କିଲର କମ୍ବିନେସନ୍

ଥଣ୍ଡା, ପ୍ରଦୂଷଣ ଓ ପର୍ବପର୍ବାଣୀର ଭିଡ଼ ଦିଲ୍ଲୀବାସୀଙ୍କ ପାଇଁ ଘାତକ ହେଉଛି ନୂଆଦିଲ୍ଲୀ, ୫ ।୧୧ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ…

ବର୍ଷେ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନୀ ତାତି ଜୋର୍

ଅମିତ୍ ଶାହାଙ୍କ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କୋଲକାତା, ୫ ।୧୧: ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ…

ଜୋ ବାଇଡେନ୍ ଭାରତ ପାଇଁ ବନ୍ଧୁ!

ନୂଆଦିଲ୍ଲୀ, ୫ ।୧୧ : ଯକ୍ତରାଷ୍ଟ ଆମେରିକାରେ ଡେମୋକ୍ରାଟ୍ସ ପ୍ରାର୍ଥୀ ଜୋ ବାଇଡେନ ପରବର୍ତ୍ତୀ ରାଷ୍ଟ୍ରପତି ହେବା ସମ୍ଭାବନା ଉଜ୍ଜ୍ୱଳ ଦେଖାଯାଉଛି…

ଗଜପତିରୁ ଆନ୍ଧ୍ର ଦେଇ ବସ୍ ଚଳାଚଳ କରିବ

ପାରଳାଖେମୁଣ୍ଡି, ୦୫ା୧୧(ଡୁମାଣୀ ଖବର) : ସମଗ୍ର ଦେଶରେ ଲକ୍ଡାଉନ,ସଟ୍ଡାଉନ୍ ପରେ ଯାତ୍ରୀବାହୀ ବସ୍ ଗୁଡିକ ଯାତାୟତ କଟକଣା ଆଦିକୁ ହଟାଇ ଦିଆଯାଇ…

ଗଜପତିରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ,୨ଗିରଫ

ପାରଳାଖେମୁଣ୍ଡି  (ଡୁମାଣୀ ଖବର) :ଗଜପତି ଜିଲ୍ଲାରୁ ଝାଡଖଣ୍ଡକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଦ୍ୱାରା ଜବତ ହୋଇଛି ।…

ରାଜ୍ୟରେ ଗୁରୁବାର କରୋନା ଆଉ ୧୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୭୮କୁ ବୃଦ୍ଧି…

ରାଜ୍ୟରେ୧୩୮୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତ ସଂଖ୍ୟା । ୨୪ ଘଣ୍ଟାରେ ୧ ହଜାର ୩୮୫ ନୂଆ ପଜିଟିଭ…