ସେଲ୍ଫ୍ ଆଇସୋଲେସନ୍ରେ ବ୍ରିଟେନ ପ୍ରଧାନମନ୍ତ୍ରୀ

0 59

ଲଣ୍ଡନ, ୧୬ ।୧୧:ଜଣେ କରୋନା ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିବା ପରେ ସେଲ୍ଫ୍ ଆଇସୋଲେସନ୍ରେ ରହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ । ତାଙ୍କର କୌଣସି କରୋନା ଲକ୍ଷଣ ନାହିଁ ବୋଲି ସେ ଟ୍ୱିଟ୍ କରି କହିଛନ୍ତି । ପୂର୍ବରୁ ମଧ୍ୟ ସେ କରୋନା ସଂକ୍ରମିତ ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଫେରିଥିଲେ ।

Leave A Reply

Your email address will not be published.