କରୋନା ଆକ୍ରାନ୍ତରେ ଆଉ ୧୬ ମୃତ୍ୟୁ

0 75

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୬ କରୋନା ଆକ୍ରାନ୍ତ ଆଖି ବୁଜିଲେ । ଏହାସହ ମୃତ୍ୟୁ ସଂଖ୍ୟା ୧୬୦୮ରେ ପହଞ୍ଚିଛି। ୮,୦୮୮ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ ଜିଲାରୁ ସର୍ବାଧିକ ୪ ,କଟକରୁ ୩, ଗଞ୍ଜାମ ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ବରଗଡ, ଜଗତସିଂହପୁର ଓ ଝାରସୁଗୁଡ଼ା, ସୁବର୍ଣ୍ଣପୁର, ପୁରୀ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Leave A Reply

Your email address will not be published.