ପିଅଲଜିଏ ସପ୍ତାହ ପୂର୍ବରୁ ମାଓବାଦୀ ଦେଖାଇଲେ ନିଜର ଜାହିର

0 77

ମାଲକାନଗିରି: ଛତିଶଗଡ଼ ସୀମାନ୍ତବର୍ତ୍ତୀ ବିଜାପୁରଠାରେ ମାଓବାଦୀମାନେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଛନ୍ତି । ପୋଲିସକୁ ଟାର୍ଗେଟ୍ କରି ମାଓବାଦୀମାନେ ଏହି କାଣ୍ଡ ଘଟାଇଥିବା ଜଣାଯାଇଛି । ମାଓବାଦୀମାନେ ବାସାଗୁଡ଼ା ନିକଟରେ ଏକ ମାଲବାହୀ ଗାଡ଼ିକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି । ଏହି ଘଟଣାରେ ଗୁରୁତର ୭ ଜଣଙ୍କୁ ବିଜାପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।ଆଗକୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଥିବାରୁ ଏପରି ଘଟାଇ ନିଜର ଜାହିର ଦେଖାଇଥିବା ସାଧାରଣ ରେ ଚର୍ଚ୍ଚା ହଉଛି।

Leave A Reply

Your email address will not be published.