ଲସ୍ ଆଞ୍ଜେଲିସ୍ ଫ୍ରାଞ୍ଚାଇଜ୍ ର ମାଲିକ ହେଲେ ଶାହାରୁଖ

0 65

ମୁମ୍ବାଇ, ୧ ।୧୨ : ଇଣ୍ଡିଆନ୍ ପ୍ରିମିୟ ର ଲିଗ୍ (ଆଇପିଏଲ୍) ଏବଂ କାରାବିଆନ୍ ପ୍ରିମିୟର ଲିଗ୍ (ସିପିଏଲ୍) ପରେ କିଙ୍ଗ୍ ଖାନ୍ ଶାହାରୁଖ୍ ଆମେରିକାର ଟି-୨୦ ଲିଗ୍ରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏକ ରିପୋର୍ଟ ଅନୁଯାୟୀ, କୋଲକାତା ନାଇଟ୍ ରାଇଡର୍ସ (କେକେଆ)ର୍ ଏବଂ ତ୍ରିନିଦାଦ୍ ଏବଂ ଟବାଗୋ ଟିମ୍ର ମାଲିକ ଶାହାରୁଖ୍ ଏବେ ଲସ୍ ଆଞ୍ଜେଲିସ ଫ୍ରାଞ୍ଚାଇଜ୍ କିଣିଛନ୍ତି । ଏହାର ନାମ ସେ ଲସ୍ ଆଞ୍ଜେଲିସ୍ ନାଇଟ୍ ରାଇଡର୍ସ ରଖିଥିବା ଜଣାପଡ଼ିଛି । ଆଇପିଏଲ୍ରେ ହେବାକୁ ଥିବା ଏହି ଲିଗ୍ ଖୁବ୍ଶୀଘ୍ର ଆମେରିକାରେ ଲଞ୍ଚ୍ କରାଯିବ ।

Leave A Reply

Your email address will not be published.