ଆମ୍ବୁଲାନ୍ସ ଦୃର୍ଘଟଣାଗ୍ରସ୍ତ

0 74


ଢେଙ୍କାନାଳ, (ଡୁମାଣୀ ଖବର) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଖଟୁଆହତା ନିକଟରେ ଦୁର୍ଘଟଣା ଏକ ଆମ୍ବୁଲାନ୍ସ ଦୃର୍ଘଟଣା ହୋଇଥିବା ଜଣାଯାଇଛି । ଏଥିରେ ଆଶାକର୍ମୀଙ୍କ ସମେତ ୨ ମହିଳା ମୃତ, ଗର୍ଭବତୀ ମହିଳା ଗୁରୁତର ହୋଇଥିବା ଜଣାପଡିଛି । ମୃତକ ବାଲିସାହିର ଆଶା କର୍ମୀ ଲକ୍ଷ୍ମୀ ନାୟକ ଓ ନିରେଇ ଦାସ । ଗର୍ଭବତୀ ପୁଷ୍ପାଞ୍ଜଳି ବେହେରାଙ୍କୁ ଡାକ୍ତର ଦେଖାଇ ଫେରିବା ବେଳେ ଏହି ଅଘଟଣ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.