ହାଇଦ୍ରାବାଦ ଔଷଧ କାରଖାନାରେ ଅଗ୍ନିକାଣ୍ଡ

0 61

ହାଇଦ୍ରାବାଦ, ୧୨ ।୧୨: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ସ୍ଥିତ ଔଷଧ କାରଖାନାରେ ଶନିବାର ଦ୍ୱିପ୍ରହରରେ ଅଗ୍ନିକାଣ୍ଡ ହୋଇଛି । କାରଖାନାର ହୋଇଥିବା ଅଗ୍ନିକାଣ୍ଡରେ ୮ଜଣ ଲୋକ ପୋଡ଼ି ହୋଇ ଯାଇଥିବା ଆଶଙ୍କା କରାଯାଉଛ । ପୁଲିସ ସୂଚନା ଅନୁସାରେ, ବିନ୍ଧ୍ୟା ଓର୍ଗାନିକ୍ସର ଔଷଧ ୟୁନିଟ୍ ସାଙ୍ଗାରେ‡ି ଜିଲ୍ଲାର ବୋଲ୍ଲାରମ୍ ଔଦ୍ୟୋଗିକ କ୍ଷେତ୍ରରେ ରହିଛ । ନିଆଁ ଲାଗିଥିବାର କାରଣ ଅସ୍ପଷ୍ଟ ରହିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.