ସେଲଫି ନେଲା ବେଳେ ଜଳିଗଲେ ଯୁବକ

0 73

ପାରଳାଖେମୁଣ୍ଡି: ସେଲଫି ହେଲା କାଳ: ଜଳିଗଲେ ଯୁବକ, ଜଳିଲା ଟ୍ରେନ୍। ଟ୍ରେନ ବଗିରେ ଚଢ଼ି ସେଲଫି ନେଲା ବେଳେ ଜଳିଗଲେ ଯୁବକ । ଯୁବକ ଜଳିଯିବା ସହ ଟ୍ରେନରେ ଗୋଟିଏ ବଗିରେ ନିଆଁ ଲାଗିଲା : କିଛି ଦିନ ହେଲା ଷ୍ଟେସନରେ ଛିଡା ହୋଇ ରହିଥିଲା ଟ୍ରେନ୍ । ତେବେ ଏପରି ଅଘଟଣ ଘଟିଛି ପାରଳଖେମୁଣ୍ଡିରେ ।

ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବାହିନୀ ଉଦ୍ୟମ କରୁଥିବା ନେଇ ରହିଛି ସୂଚନା । କାହିଁକି ଯୁବକ ଜଣକ ଏମିତି କଲେ? ଟ୍ରେନ କେତେ ଦିନ ହେବ ସେଠାରେ ରହିଥିଲା ସେନେଇ ବର୍ତମାନ ସମୟରେ କୌଣସି ସୂଚନା ନାହିଁ ।

Leave A Reply

Your email address will not be published.