ବେଆଇନ ଇଟା ଭାଟି: ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନୀ

ଧର୍ମଗଡ ,୧୯ା୧୨ା୨୦-କଲାହାଣ୍ଡି ଜିଲ୍ଲା ଧର୍ମଗଡ କଥାରେ ଅଛି ଇଟା ଗଢ ମାଟିରେ ପୋଡ ତାକୁ ଭାଟି ରେ । ସରକାରୀ ଜମି ନଦୀ କୂଳିଆ ଅଞ୍ଚଳର ମାଟି କୁ ଇଟା ଗଢି ଭାଟି ରେ ପୋଡି ମାଲାମାଲ ହେଉଛନ୍ତି ଇଟା ବେପାରୀ କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନୀ ହେଇଛି । ସରକାର ଙ୍କ ର ବେଆଇନ ଭାବରେ ଇଟା ଭାଟି ତିଆରି କରୁଥô୍ବା ବେପାରୀ ମାନଙ୍କ ପାଇଁ ସ୍ଥାନୀୟ ପ୍ରଶାସନର ବେପାରୀ ପ୍ରତି ଯୋଗୁଁ ପ୍ରତି ବର୍ଷ ରାଜସ୍ୱ ହାନୀ ହେଉଛି ସରକାରଙ୍କ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଳା ଧର୍ମଗଡ ଉପଖଣ୍ଡର କଲମପୁର .ଜୟପାଟଣା କୋକସରା .ଧର୍ମଗଡ .ଗୋଲାମୁଣ୍ଡା ଜୁନାଗଡ .ଆଦି ବକ୍ଲର ବିଭିନ୍ନ ନଦୀ ଯଥା ହାତୀ, ମୁଣ୍ଡର. ଉଦନ୍ତୀ, ତେଲନଦ. ତଥା ବିଭିନ୍ନ ନାଳ ଉପକୂଳବର୍ତ୍ତୀ ଅଞ୍ଚଳ ରେ ଗଢିଉଠିଛିା ଶହ ଶହ ବେଆଇନ ଇଠା ଭାଟି ଏହା ସାଙ୍ଗକୁ ଏହି ବ୍ଲକ ଗୁଡିକ ର ବାଲିଛଡା କରମେଲ .କୁମାରୀ .କାଙ୍କେରୀ ପ୍ରବଳ ମାତ୍ରାରେ ଈଟା ତିଆରୀ କରିଛନ୍ତି । .ସନ୍ଧିକୁଲିଆରୀ .ସାହାଜକନା. ଛିଲିପା. ଚିଲିଗୁଡା .ତମ୍ବାଛଡା ପଲାସ. ବୋଡେନ, ବାଗବାହିଲି, ହଲଦୀ, ତରଞ୍ଜା . ବଗାଡ, ପରି ଅନେକ ଗାଁ ଗୁଡିକରେ ବେଆଇନ ଭାବରେ ଗଢି ଉଠିଛି । ସହ ଶହ ଇଟାଭାଟି ସରକାରୀ ନିୟମ ମୁତାବକ ସ୍ଥାଣୀୟ ତହସିଲ ଗୁଡିକ ରେ ପ୍ରଥମେ ରୋୟଲଟି କାଟି ଇଟା ତିଆରି କରିବା କଥା ଏବଂ ତାହାଟି ଭାଟି ଅନୁସାରେ ୩୦ ହଜାର ୨୦ ହଜାର ୧୦ ହଜାର ୧ଲକ୍ଷ ୨ ଲକ୍ଷ ୫ ଳକ୍ଷ କ୍ଷମତା ବିଶିଷ୍ଟ ଭାଟି ଅନୁସାରେ ରୋୟଟି ଭିନ୍ନଭିନ୍ନ ହୋଇଥାଏ କିନ୍ତ ଇଟା ବେପାରୀ ମାନେ ସ୍ଥାନୀୟ ତହସିଲ ଦାର ତଥା ଅନ୍ୟାନ୍ୟ କର୍ମ ଚାରୀ ଇଟାଗଢି ଇଟା ହଜାର ପ୍ରତି ତିନି ହଜାର ୫ ଶହଟଙ୍କାରେ ବିକ୍ରି କରୁ ମାଲାମାଲ ହେଉଛି । ଜନସଂଖ୍ୟା ତୁଳନାରେ ଦିନକୁ ଦିନ ନୂତନ ଗୃହ ନିର୍ମାଣ ବଢୁଥô୍ବା ବେଳେ ସେହି ।ଅନୁପାତରେ ଇଟା ଭାଟି ଓ ବେପାରୀ ସଂଖ୍ୟା ବଢିବାରେ ଲାଗି ଥô୍ଲେ । ବି ସେହି ପରିମାଣର ରାଜସ୍ୱ ସରକାରଙ୍କ ରାଜ କୋଷ କୁ ଆସି ପାରୁ ନାହାଁ ବର୍ଷ ନୁହ କି ଦୁଇ ବର୍ଷ ନୁହଁ ଦୀର୍ଘ ଏକ ଦଶନ୍ଧି ହେବ ଧର୍ମଗଡ ଉପଖଣ୍ଡରେ ଏହି କାରବାର ଚାଲୁଥô୍ଲେ ବି ଏଥô୍ପ୍ରତି କେହି ଦୃଷ୍ଟି ଦେଉନଥ୍ବା ଯୋଗୁଁ ଇଟାଭାଟି ମାଳିକ ମାନେ ପ୍ରଶାସନ ର ଆଖ୍ ସାମାନାରେ ଏହି ବେଆଇନ କାରାବାର କରି ଆସୁଛନ୍ତି । ଖାଲି ସେତିକୁ ଧର୍ମଗଡ ଉପଖଣ୍ଡ କୁ ଛାଡି ଦେଲେ ଜିଲ୍ଳାର ୭ଗୋଟି ବ୍ଳକ କେସିଙ୍ଗ .ମ.ରାମପୁର . ଥୁରାମପୁର . କର୍ଲାମୁଣ୍ତା ଲାଞିଗଡ. ନର୍ଲା . ସମତେ ସଦର ମହକୁମା ଭବାନୀପାଟଣା ବ୍ଳକର ବିଭିନ୍ନ ଗାଁ ରେ ଇଟାଭାଟି ଗୁଡିକ ବେଆଇନ ଭାବରେ ଗଢି ଖୁଲମ ଖୁଲା ଏହି କାରବାର ଚାଲିଥô୍ରେ ବି ଜିଲ୍ଳା ପ୍ରଶାସନ ଦୃଷ୍ଟି ନଦେଇ ଶୋଇ ବସିଲାପରି ରହିଥô୍ବା ଯୋଗୂଁ ରାଜସ୍ୱ ହାନୀ ଘଟୁଛି ଜିଲ୍ଳାରେ ଆଦି ଯାଏ କେତେ ବେଆଇନ ଇଟାଭାଟି ଅଛି କେତେ ବେପାରୀ ଅଛନ୍ତି କେତେ ଶ୍ରମିକ ଇଟାଭାଟି ରେ କାମ କରୁଛନ୍ତି ।ତାହାର ବିହିସାବ ନାହଁ ।ଏଣୁ ଏଥô୍ପ୍ରତି ସରକାର ତୁରନ୍ତ ଦୃଘ୍ଟି ଦେବାକୁ ସାଧାରଣରେ ଦୃଢଦାବୀ ହେଉଛି ।

Leave a Reply

Your email address will not be published. Required fields are marked *