Daily Archives

December 29, 2020

ଦୀର୍ଘ ଦିନ ଧରି ଏଟିଏମ୍ ଅଚଳ, ଲୋକେ ହନ୍ତସନ୍ତ

ମାଲକାନଗିରି: ଦୀର୍ଘ ୭ ଦିନ ଧରି ଅଚଳ ହୋଇପଡିରହିଛି ଏଟିଏମ୍ । ମାଲକାନଗିରି ଜିଲ୍ଲା ବାଲିମେଳା ସଦରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍ ଅଚଳ ହୋଇଯାଇଛି ।
Read More...

ଡିଆରଏସ-ତୃତୀୟ ଅମ୍ପାୟାର ଆଉଟକୁ ନେଇ ବିବାଦରେ କଙ୍ଗାରୁ ଟିମ୍

ମେଲବର୍ଣ୍ଣ,୨୯/୧୨: ଭାରତ ବିପକ୍ଷ ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟିମ୍ ପେନ୍‌ଙ୍କ ଆଉଟକୁ ନେଇ କଙ୍ଗାରୁ ଖେଳାଳି ଡିଆରଏସରେ ସୁଧାର
Read More...

ହିସାବ ବରାବର କଲା ଟିମ୍ ଇଣ୍ଡିଆ 1-1

ମେଲବର୍ଣ୍ଣ: ଆଡିଲେଡରେ ଲଜ୍ଜାଜନକ ପରାଜୟ ପରେ ମେଲବର୍ଣ୍ଣରେ ଟିମ୍ ଇଣ୍ଡିଆ ମାଟି କାମୁଡ଼ିବ ବୋଲି କହିଥିଲେ ଅଷ୍ଟ୍ରେଲିଆନ୍ ଗ୍ରେଟ୍ ଶେନ୍ ୱାର୍ଣ୍ଣ। କିନ୍ତୁ ଏହାର
Read More...

ରାଜଧାନୀରେ ପୁଣି ୭ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ

ଭୁବନେଶ୍ବର ୨୯।୧୨: ରାଜଧାନୀରେ ପୁଣି ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ସୋମବାର ସଂଧ୍ୟାରେ ଏଭଳି ଦୁଷ୍କର୍ମ ଘଟଣା ଘଟିଥିବା ଜଣାପଡିଛି ।
Read More...

ଭିଜିଲାନ୍ସ ଜାଲରେ କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜର

ବଲାଙ୍ଗୀର ୨୯/୧୨: ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜର ସୁଧୀର କୁମାର ନନ୍ଦଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ
Read More...

ଗଜପତିରେ ପୁଣି ୧୦.୩୭ କୋଟିର ଚୋରୋ ଗଞ୍ଜେଇ ଚାଷକୁ ନଷ୍ଟ କରାଗଲା

ପାରଳାଖେମୁଣ୍ଡି,୨୯ା୧୨ : ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ଶବରପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ନିକଟ ଜଙ୍ଗଲରେ ଅବକାରୀ, ବନବିଭାଗ, ରାଜସ୍ୱ
Read More...

ଆନ୍ଧ୍ରରେ ଚାକିରୀ ଦେବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ

ଠକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ପାରଳାଖେମୁଣ୍ଡି,୨୯ା୧୨ : ଆନ୍ଧ୍ରର ବିଶାଖାପାଟଣାରେ ଚାକିରୀ କରାଇଦେବା ନାମରେ ଜଣେ ବ୍ୟକ୍ତି
Read More...

ଘାଟିରେ ଅଟୋ ସହ ବାଇକ ଧକ୍କା, ଜଣେ ମୃତ୍ୟୁ

ପାରଳାଖେମୁଣ୍ଡି ୨୯/୧୨ : ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳର କେ.ଗରଡମାହା ପଞ୍ଚାୟତର ପିଡିସ୍ ଦୁଆ ଘାଟିରେ ଏକ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି ।
Read More...

ରାଜ୍ୟରେ ଆଉ ୨୬୩ କୋଭିଡ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର ୨୯।୧୨: ରାଜ୍ୟରେ ଏବେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୩ କରୋନା ପଜିଟିଭ୍ ଚିହ୍ନଟ
Read More...