Daily Archives

January 7, 2021

ହସ୍ପିଟାଲରୁ ଡିସଚାର୍ଜ ହେଲେ ଦାଦା

କୋଲକାତା, ୭ ।୧: ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଶନିବାର ହୃଦଘାତର ଶିକାର ହେବା ପରେ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ
Read More...

ଲଦାଖର ବିକାଶ ପାଇଁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ, ୭ ।୧: ଲଦାଖର ବିକାଶ ତଥା ଏହାର ଭୂମି ଓ ସଂସ୍କୃତିର ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି
Read More...

ପ୍ରଖ୍ୟାତ ଫ୍ୟାଶନ ଡିଜାଇନର ସତ୍ୟ ପଲଙ୍କ ପରଲୋକ

ନୂଆଦିଲ୍ଲୀ, ୭ ।୧: ପ୍ରଖ୍ୟାତ ଫ୍ୟାଶନ ଡିଜାଇନର ଓ ନିଜର ପରିଶ୍ରମ ବଳରେ ଫ୍ୟାଶନ ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସତ୍ୟ ପଲ୍ଙ୍କ ଆଜି ଦେହାନ୍ତ ହୋଇଛି ।
Read More...

୨୫ ହଜାର ସ୍ୱେଚ୍ଛାସେବୀଙ୍କ ଠାରେ ପରୀକ୍ଷା ହେବ କୋଭାକ୍ସିନ

ନୂଆଦିଲ୍ଲୀ, ୭ ।୧: ଭରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ ଗୁରୁବାର ଦିନ ଏହାର ସ୍ୱଦେଶୀ ଉତ୍ପାଦିତ କୋଭିଡ୍-୧୯ ଟିକା "କୋଭାକ୍ସିନ'ର ପର୍ଯ୍ୟାୟ -୩ କ୍ଲିନିକାଲ
Read More...

ଚୀନକୁ ଘେରିବା ପାଇଁ ଚକ୍ରବ୍ୟୁହ ପ୍ରସ୍ତୁତ

ଟୋକିଓ, ୭ ।୧: ଦକ୍ଷିଣ ଚୀନ ସାଗରରେ ଚୀନର ବଢୁଥିବା ଦାଦାଗିରି ଉପରେ ଲଗାମ ଲଗାଇବା ପାଇଁ ଆମେରିକା ଓ ଜାପାନ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି । ସମୁଦ୍ରରେ ଚୀନର
Read More...

ଆରୋଗ୍ୟ ସଂଖ୍ୟା ୧ କୋଟି ଟପିଲା

ନୂଆଦିଲ୍ଲୀ, ୭ ।୧: ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ କୋଭିଡ୍ରୁ ଆରୋଗ୍ୟ ଲାଭ କରିବା ସହ ଭାରତ କୋଭିଡ୍ ମୁକାବିଲାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ସ୍ତମ୍ଭ ଅତିକ୍ରମ
Read More...

ବିଷାକ୍ତ ନାଗ ସାପ ଧରି ଚର୍ଚ୍ଚାରେ ଶିକ୍ଷିତ ଯୁବକ

ବାଙ୍କୀ: ବାଙ୍କୀ ଡମପଡା ବ୍ଲକ ର ଡମପଡା ଜଗନ୍ନାଥ ଛକ ନିକଟ ଜଣଙ୍କ ଘରୁ ଏକ ବିଷାକ୍ତ ନାଗସାପ କୁ ଅଞ୍ଚଳ ର ସାହସୀ ଯୁବକ ସମ୍ବିତ କୁମାର ମିଶ୍ର ଉଦ୍ଧାର କରିଛନ୍ତି।
Read More...

ପ୍ରେମ ପ୍ରତାରଣା ଓ ଆଥô୍କ କାରବାର ପାଇଁ ପ୍ରେମିକା ହତ୍ୟା କଲା ପ୍ରେମିକ କୁ !

ଧର୍ମଗଡ,୦୭/୦୧ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତଗତ ବଡଘୁମର ଗାଁରେ ଲିଲାନିଧô୍ ସୁନାନୀ ମର୍ଡରର ରହସ୍ୟ କଲାହାଣ୍ଡି ଆରକ୍ଷ ଅଧô୍କାରୀ ଦୀର୍ଘ ୫ଦିନ ପରେ
Read More...

ଆସନ୍ତା କାଲିଠୁ ସାରା ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ୱର : କରୋନା କଟକଣା ପାଇଁ ପ୍ରାୟ ୯ ମାସ ଧରି ବନ୍ଦ ରହିବା ପରେ ଆସନ୍ତା କାଲିଠୁ ସାରା ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ। ତେବେ ସମସ୍ତଙ୍କ ପାଇଁ ନୁହେଁ
Read More...