Daily Archives

January 20, 2021

ବିଧାନ ପରିଷଦ ଗ୍ୟାଲେରିରେ ସବରକରଙ୍କ ଫଟୋ ସ୍ଥାନ ପାଇବାକୁ ନେଇ ବିବାଦ

ଲକ୍ଷେ୍ନø, ୨୦ ।୧: ଉତ୍ତର ପ୍ରଦେଶ ବିଧାନ ପରିଷଦର ଫଟୋ ଗ୍ୟାଲେରିରେ ହିନ୍ଦୁତ୍ୱବାଦୀ ନେତା ସବରକରଙ୍କ ଛବି ସ୍ଥାନ ପାଇବାକୁ ନେଇ ବିବାଦ ଦେଖାଯାଇଛି । କଂଗ୍ରେସ ବିଧାନ
Read More...

ନିର୍ବନ୍ଧ କଲେ ଟ୍ରମ୍ପଙ୍କ ସାନ ଝିଅ

ୱାଶିଂଟନ, ୨୦ ।୧: ଆଜି ହ୍୍ୱାଇଟ ହାଉସରେ ଟ୍ରମ୍ପଙ୍କ ଶେଷ ଦିନ ଥିବାରୁ ତାଙ୍କ ସାନ ଝିଅ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବାପାଙ୍କ କାର୍ଯ୍ୟକାଳର ଶେଷ ଦିନରେ ଟିଫାନୀ
Read More...

ଟିଆରପି ସ୍କାମ: ପୂର୍ବତନ ବାର୍କ ସିଇଓଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ, ୨୦ ।୧: ଟିଆରପି ସ୍କାମ ଅଭିଯୋଗ ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବାର୍କ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ଜାମିନ ଆବେଦନକୁ ଆଜି ମୁମ୍ବାଇର ଗୋଟିଏ ସେସନ୍ସ
Read More...

ଭୂଟାନକୁ ପଠାଗଲା ଦେଢ଼ ଲକ୍ଷ ଡୋଜ୍

ନୂଆଦିଲ୍ଲୀ, ୨୦ ।୧: ଭାରତ ପୁଣିଥରେ ବିଶ୍ୱ ପାଇଁ ସଙ୍କଟ ମୋଚକ ସାଜିଛି । ଦୁନିଆର ବିଭିନ୍ନ ଦେଶକୁ ସାହାଯ୍ୟ କରିବା ପାଇଁ ଭାରତ ଆଗକୁ ଆସିଛି । ଘୋଷଣା ମୁତାବକ ଭାରତ
Read More...

ନିଜ କାର୍ଯ୍ୟକାଳକୁ “ଅସାଧାରଣ ବିଶେଷାଧିକାର’ କହିଲେ ଟ୍ରମ୍ପ

ୱାଶିଂଟନ୍, ୨୦ ।୧: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ କାର୍ଯ୍ୟାଳୟର ଶେଷଦିନରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଶୁଭକାମନା
Read More...

ଗୁଳିମାଡ଼ କରି ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ନିର୍ମମ ହତ୍ୟା

ବେଗୁନିଆପଡ଼ା : ବେଗୁନିଆପଡ଼ା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଅତି ନିକଟରୁ ଗୁଳିମାଡ଼ କରି ନିର୍ମମ ହଟି କରାଯାଇଛି। ମିଳିଥିବା ସୂଚନାନୁସାରେ କୋଦଳା ଥାନା
Read More...

ଖାଲଖମା ହୋଇଗଲାଣି ପିପିଲି ଜଟଣୀ ରାସ୍ତା

ପିପିଲି,୨୦/୧ :ପିପିଲି ପୂର୍ତବିଭାଗ ଅଧିନରେ ଥିବା ପିପିଲି ଜଟଣୀ ରାସ୍ତାର ୯କିମି ରାସ୍ତା ଏବେ ଖାଲଖମା ହୋଇ ଗଲାଣି । ବିଭାଗ ପକ୍ଷରୁ ଅଦ୍ୟାବଧି ମରାମତି କରାଯାଉନି ।
Read More...

ସୀମା ବିବାଦ ସମାଧାନକୁ ନେଇ ଆନ୍ଧ୍ର ଓ ଗଜପତି ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ପାରଳାଖେମୁଣ୍ଡି,୨୦ା୦୧: ଆନ୍ଧ୍ର-ଓଡିଶା ସୀମାରେ ଦେଖାଦେଇଥିବା ବିବାଦର ଆପୋଷ ସମାଧାନ ପାଇଁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭାରପ୍ରାପ୍ତ ଜିଲ୍ଲାପାଳ
Read More...