Daily Archives

March 20, 2021

୫ ବର୍ଷରେ ଅନେକ ବିଧାୟକଙ୍କ ସଂପତ୍ତିରେ ଆକାଶଛୁଅଁ ବୃଦ୍ଧି

କୋଲକାତା, ୨୦ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ଏହାପୂର୍ବରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି
Read More...

ଅକ୍ସଫୋର୍ଡ ଟିକା ନେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ, ୨୦ ।୩: ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକାକୁ ନେଇ ବିତର୍କ ଚାଲିଥିବା ବେଳେ ଏହାର ପ୍ରଥମ ଡୋଜ୍ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ
Read More...

ଚାଇନା ଟିକା ନେବା ପରେ ଇମ୍ରାନଙ୍କୁ କରୋନା

ଇସଲାମାବାଦ, ୨୦ ।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ (୬୭) କରୋନାରେ ସଂକ୍ରମିତ । ଇମ୍ରାନ୍ ଖାନଙ୍କ ଡାକ୍ତର ଫୈଜଲ ସୁଲତାନ ଏହି ସୂଚନା ଦେଇଛନ୍ତି ।
Read More...

ଦତ୍ତାତ୍ରେୟ ହୋସବାଲେ ହେଲେ ଆରଏସଏସର ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ, ୨୦ ।୩: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସଏସ)ର ସାଧାରଣ ସମ୍ପାଦକ ବା ସରକାର୍ଯ୍ୟବାହ ହୋଇଛନ୍ତି ଦତ୍ତାତ୍ରେୟ ହୋସବାଲେ । ଆରଏସଏସର ଅଖିଳ ଭାରତୀୟ
Read More...

ଏନ୍ଆଇଏକୁ ହସ୍ତାନ୍ତର ହେଲା ମନସୁଖ ହିରେନ୍ ମୃତ୍ୟୁ ମାମଲା

ମୁମ୍ୱାଇ, ୨୦ ।୩: ମୁକେଶ ଅମ୍ୱାନୀଙ୍କ ଘରେ ଆଗରେ ଜିଲେଟିନ ଭର୍ତ୍ତି କାର ମାମଲାର ତଦନ୍ତ ସହିତ ଏହି କାରର ମାଲିକ ମନସୁଖ ହିରେନଙ୍କ ରହସ୍ୟଜନକ ମୃତୁକ୍ର ପଛର ମଧ୍ୟ
Read More...

ଦାମନଯୋଡିରେ ପୋଲିସ-ବିସ୍ଥାପିତ ମୁହାଁମୁହିଁ

କୋରାପୁଟ: ଦାମନଯୋଡିର ନାଲକୋ ସମ୍ମୁଖରେ ବିସ୍ଥାପିତ ମାନେ ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି । ତେବେ ଆଜି ଉଭୟଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ହୋଇଥିଲା। ଏହି
Read More...

ନିରାଶ୍ରୟ ବୃଦ୍ଧାଙ୍କୁ ମିଳିନି ସରକାରୀ ସହାୟତା

କୋରାପୁଟ: ରାଜ୍ୟ ସରକାରଙ୍କ ଯୋଜନା କେତେ କାର୍ଯ୍ୟ କାରି ହେଉଛି କୋରାପୁଟ ଜ଼ିଲ୍ଲାକୁ ଦେଖିଲେ ସବୁ ଜଣାପଡୁଛି  l କୋରାପୁଟ ଜ଼ିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ
Read More...

ଯୁବତୀଙ୍କୁ ଗଣ ଦୁଷ୍କର୍ମ, ଅଭିଯୁକ୍ତ ୨ ଜେଲ ହାଜତକୁ ଗଲେ

ପାରଳାଖେମୁଣ୍ଡି, ୨୦ା୩ : ଗଜପତି ଜିଲ୍ଲା କାଶୀନଗର ଥାନାରେ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଏହି ଦୁଇଜଣଙ୍କୁ
Read More...

ଗଛରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

ପାରଳାଖେମୁଣ୍ଡି, ୨୦ା୩ : ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଠାରୁ ୭କିମି ଦୂରରେ ଥିବା ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ ନିକଟରେ ଜଣେ ଯୁବକ ଚାକୁଣ୍ଡା ଗଛରେ
Read More...

ବଂଶଧାରା ନଦୀ ତଟରେ ୪ହାତୀଙ୍କ ଉପଦ୍ରବ

ପାରଳାଖେମୁଣ୍ଡି, ୨୦ା୩ : ଗଜପତି ଜିଲ୍ଲାର ବଂଶଧାରା ନଦୀ ତଟରେ ୪ଗୋଟି ହାତୀ ଗତ ୪ଦିନ ଧରି ବିଭିନ୍ନ ଭାବେ ଉପଦ୍ରବ ଚଳାଇଛନ୍ତି । ଏହି ୪ଟିକିଆ ହାତୀପଲ ବଂଶଧାରା ନଦୀ
Read More...