Daily Archives

April 7, 2021

ଶେଷରେ ବାନ୍ଦା ଜେଲରେ ପଶିଲେ ମୁଖତାର ଅନସାରୀ

ଲକ୍ଷେ୍ନø, ୭ ।୪: ଶେଷରେ ୟୁପି ବାନ୍ଦା ଜେଲରେ ପଶିଲେ ୟପିର ମାଫିଆ ଡନ୍ ତଥା ବାହୁବଳୀ ନେତା ମୁଖତାର ଅନସାରୀ । ର୍ଭୋ ୪ଟା ସମୟରେ ମୁଖତାର ଅନସାରୀଙ୍କୁ ବାନ୍ଦା ଜେଲର
Read More...

ଦେଶରେ ଟିକାର ଅଭାବ ନାହିଁ : ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ, ୭ ।୪: ଟିକା ଅଭାବ ନେଇ କିଛି ରାଜ୍ୟ ଅଭିଯୋଗ କରିବା ପରେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ପ୍ରଶ୍ନ କରାଯାଇଥିଲା । ଦେଶରେ ଟିକାର
Read More...

ଦୟନୀୟ ସ୍ଥିତିରେ ଉତ୍ତର କୋରିଆ

ସିଓଲ, ୭ ।୪: ଦୟନୀୟ ସ୍ଥିତି ଅର୍ଥାତ ନିଜର ସବୁଠୁ ଖରାପ ସମୟ ଦେଇ ଗତି କରୁଛି ଉତ୍ତର କୋରିଆ । ଏହା ଆଉ କେହି କହି ନାହାନ୍ତି, ଖୋଦ୍ ଉତ୍ତର କୋରିଆର ଏକଛତ୍ରବାଦ ଶାସକ
Read More...

ପଞ୍ଜାବରେ ୩୦ ଯାଏଁ ନାଇଟ କର୍ଫ୍ୟୁ

ଅମୃତସର, ୭ ।୪: କରୋନାର ଦ୍ୱିତୀୟ ଲହରୀ ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ପଞ୍ଜାବରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ଆଜିଠାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇ ଏପ୍ରିଲ ୩୦
Read More...

ଇମ୍ରାନଙ୍କ ବାଚଳାମୀ, ଦୁଷ୍କର୍ମ ପାଇଁ ଭାରତକୁ ଦାୟୀ କଲେ

ଇସଲାମାବାଦ, ୭ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି ଦୁଷ୍କର୍ମ ପାଇଁ ଭାରତୀୟ ସଂସ୍କୃତି ଦାୟୀ । ଜଣେ ଫୋନ୍ କଲରଙ୍କ ସହ କଥା ହେବା ବେଳେ ୱାଜିରେ
Read More...

ରାଜ୍ୟରେ ଗୋଟିଏ ଦିନରେ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ

-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୪୬୪୭ ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ
Read More...

ଶ୍ରୀମନ୍ଦିରରେ ବିଭିନ୍ନ ମରାମତି କାର୍ଯ୍ୟର ଯାଂଚ୍ କଲେ ଏଏସଆଇ ଟିମ୍

ପୁରୀ: ଶ୍ରୀମନ୍ଦିରରେ ବିଭିନ୍ନ ମରାମତି କାର୍ଯ୍ୟର ଯାଂଚ୍ କରିଛି ଏଏସଆଇ ଟିମ୍ । ଏଏସଆଇର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଅଧିକାରୀ ମାନେ
Read More...

ଗଜପତି ରା.ଉଦୟଗିରି ଅଗ୍ନିକାଣ୍ଡ ବିଭୀଷିକାର ୩ ଦଶନ୍ଧି ବିତିଲା ତଥାପି ବିପନ୍ନଙ୍କ ସ୍ଥିତି ବଦଳି ନାହିଁ

ପାରଳାଖେମୁଣ୍ଡି, ୭ା୪ : ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ ମହକୁମାରେ ଅଗ୍ନିକାଣ୍ଡ ବିଭୀଷିକା ଘଟଣାର ୩ଦଶନ୍ଧିରୁ ଉଦ୍ଧ୍ୱର୍ ବର୍ଷ ବିତି ଗଲାଣି । ତଥାପି ଏହି
Read More...