ଏଟିମ୍ ତାଡ଼ି ଟଙ୍କା ଲୁଟ୍

97

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଥିବା ଇଣ୍ଡିଆନ ବ୍ୟାଙ୍କର ସଟର ଭାଙ୍ଗିବା ସହ ଏଟିମ୍ ତାଡ଼ି ଦୁର୍ବୃତ ମାନେ ଟଙ୍କା ଲୁଟି ନେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି । ତେବେ ଏହି ଏଟିଏମ୍ ରୁ କେତେ ଟଙ୍କା ଲୁଟ୍ ହୋଇଛି ସେନେଇ ବ୍ୟାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଖବର ପାଇ ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Comments are closed.