ରାଜ୍ୟରେ IPS ସ୍ତରରେ ଅଦଳବଦଳ

62

ଭୁବନେଶ୍ୱର: ରାଜ୍ୟ ସରକାର IPS ସ୍ତରରେ ଅଦଳବଦଳ କରିଛନ୍ତି । ଏସ୍ ଦେବଦତ୍ତ ସିଂହ ପୁଲିସ ମୁଖ୍ୟାଳୟରେ IG ଭାବେ ନିଯୁକ୍ତି ପାଇଛନ୍ତି । ପିଏସ୍ ପୁରୁଷୋତ୍ତମ ଦାସଙ୍କୁ ନବରଂଗପୁର ଏସ୍ପି ଦାୟିତ୍ୱ ମିଳିଛି । ବରଗଡ଼ରେ ରାହୁଲ ଜୈନ ଏବଂ ଅଖିଳେଶ୍ୱର ସିଂହ ଜଗତସିଂହପୁରରେ SP ହୋଇଛନ୍ତି । ପ୍ରତୁ୍ୟଷ ଦିବାକରଙ୍କୁ ନୂଆପଡ଼ା SP ଦାୟିତ୍ୱ ମିଳିଥିବା ବେଳେ କେ.ଆର ଦ୍ୟାନଦେଓଙ୍କୁ ମାଲକାନଗିରିରୁ ମୟୁରଭଂଜ ବଦଳି ହୋଇଛି । ମାଲକାନଗିରି SP ଭାବେ ପି.ଏସ ମୀନା ମୀନାଙ୍କୁ ନିଯୁକ୍ତି ମିଳିଛି । ପ୍ରକାଶ ଆରକୁ ଭିଜିଲାନ୍ସ ବିଭାଗକୁ ବଦଳି ହୋଇଛି ।

Comments are closed.