୩ ବାଲି ବୋଝେଇ ଟ୍ରାକ୍ଟର ଜବତ

66

-୧୫ ହଜାର ଜୋରିମାନା ଆଦାୟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଦେଇ ଚୋରା ବାଲି ବୋଝେଇ ଟ୍ରାକ୍ଟର ଯାଉଥିବା ବେଳେ ତହସିଲଦାର ଡଃ. ଦୟାସିନ୍ଧୁ ପରିଡ଼ା ଏବଂ ଅତିରିକ୍ତ ତହସିଲଦାର ଅକ୍ଷୟ ମଳିକ ସେଠାରେ ଚଢ଼ଉ କରି ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ସେମାନଙ୍କ ମାଲିକଙ୍କ ଠାରୁ ଜୋରିମାନା ବାବାଦକୁ ୧୫ ହଜାର ଟଙ୍କା ଆଦାୟ କରିଛନ୍ତି ।
ଏତଦ୍ ବ୍ୟତୀତ ଅନ୍ୟ ତିନୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରି ହିଞ୍ଜିଳି ଥାନା ପୋଲିସର ଜିମା ଦେଇଛନ୍ତି ।

Comments are closed.