ଆସିଷ୍ଟାଂଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

78

ବାରିପଦା : ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା କୂଳିଅଣା ବ୍ଲକରେ କାର୍ଯ୍ୟରତ ଆସିଷ୍ଟାଂଟ ଇଞ୍ଜିନିୟର ଧିରାୟ ମାଝୀଙ୍କ ଘରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ଏକ ସଙ୍ଗରେ ବାରିପଦା, କୂଳିଅଣା ବ୍ଲକ୍ କାର୍ଯ୍ୟାଳୟ, ବଡ଼ସାହି, ଶୁଳିଆପଦା ଓ କୁଷ୍ଠାରେ ଚାଲିଛି ଚଢ଼ଉ । ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।

Comments are closed.