ମାହାଙ୍ଗା – ବରିଷ୍ଟ କଂଗ୍ରେସ୍ ନେତା ଶ୍ରୀଯୁକ୍ତ ଦେବେନ୍ଦ୍ର ସାହୁ ଦ୍ଵାରା ଜାତୀୟ ପତାକା ଉତୋଳନ

68

ମାହାଙ୍ଗା : ୭୫ ତମ ସ୍ୱାଧୀନତା ଦିବସ ଅବସରରେ କଟକ ଜିଲ୍ଲା ମାହାଙ୍ଗା ହଳଦିଆ ପଞ୍ଚାୟତ ମଣ୍ଡୁଅ ଛକଠାରେ ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ଦ୍ୱାରା ପତାକା ଉତୋଳନ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ମାହାଙ୍ଗା ବ୍ଲକ କଂଗ୍ରେସ ସଭାପତି ଅଲେଖ ସ୍ୱାଇଁ, ନିଶ୍ଚିତକୋଇଲି ବ୍ଲକ କଂଗ୍ରେସ ସଭାପତି ରମାକାନ୍ତ ବେହେରା, ଜଗବନ୍ଧୁ ବେହେରା, ପ୍ରଦୀପ୍ତ କୁମାର ରାଉତରାୟ, ଦେବେନ୍ଦ୍ର ପରିଡା, ସୁଧାଂଶୁ ଶେଖର ସାମନ୍ତରାୟ, ରିତାରାଣୀ ସାମଲ, ବିଳାସ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ କରିଥିଲେ । ଏହି ୭୫ ତମ ସ୍ୱାଧୀନତା ଦିବସ ଅବସରରେ ପତାକା ଉତୋଳନ କରି ଜାତୀୟ ସଙ୍ଗୀତ ଗାନ ସହ ସ୍ଵାଧୀନତା ସଂଗ୍ରାମୀଙ୍କ ଜୟଗାନ କରିଥିଲେ ।

Comments are closed.