ପାରାଲିମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ ପାଇଁ ଭାବିନା ପଟେଲଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

0 60

ନୂଆଦିଲ୍ଲୀ : ପାରାଲିମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ ପାଇଁ ଭାବିନା ପଟେଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଆସନ୍ତାକାଲିର ସଫଳତା ପାଇଁ ଦେଶର ସମର୍ଥନ ରହିଛି ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ କହିଛନ୍ତି;

“ଶୁଭେଚ୍ଛା ଭାବିନା ପଟେଲ! ଆପଣ ଉନ୍ନତ ଖେଳ ପ୍ରଦର୍ଶନ କଲେ । ସାରା ଦେଶ ଆସନ୍ତାକାଲି ଆପଣଙ୍କ ସଫଳତା ପାଇଁ ପ୍ରାର୍ଥନା କରିବା ସହ ସମର୍ଥନ ଜଣାଇବ । ଚାପମୁକ୍ତ ହୋଇ ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ । ଆପଣଙ୍କ ଉପଲବ୍ଧି ସାରା ଦେଶକୁ ପ୍ରେରଣା ଯୋଗାଇବ ।”

Leave A Reply

Your email address will not be published.