ବାରଙ୍ଗରେ ଭୋଟ୍ ବାକ୍ସ ଲୁଟ୍

0 74

କଟକ : ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶୁକ୍ରବାର ଆୟୋଜିତ ହୋଇଛି । ଏହା ମଧ୍ୟରେ ବାରଙ୍ଗ କୁରାଙ୍ଗ ପ୍ରଧାନ ପଞ୍ଚାୟତରେ ଅନିୟମିତତା ଅଭିଯୋଗ ଆସିଛି । ପ୍ରିଜାଇଡିଂ ଅଫିସର ଭୋଟ ବାକ୍ସ ନେଇ ପଳାଇଥିବା ଅଭିଯୋଗ ହୋଇଛି । ବାଇକରେ ଭୋଟ ବାକ୍ସ ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏ ନେଇ ସଦର ଥାନାରେ ଏତଲା ଦିଆଯାଇଛି । କୁରୁଣ୍ଟି ଅଞ୍ଚଳର ୧୧ନଂ ବୁ୍‌ଥରେ ଅନିୟମିତତା ଅଭିଯୋଗ ହୋଇଛି  ।

Leave A Reply

Your email address will not be published.