ଅଫଲାଇନ୍ ପରୀକ୍ଷାକୁ ବିରୋଧ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

0 72

ଭୁବନେଶ୍ବର ୨୩।୨: ରାଜଧାନୀରେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ପରୀକ୍ଷା ଦାବିରେ ରାଜଧାନୀରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। କରୋନା ସମୟରେ ଅଫଲାଇନ୍ ପରୀକ୍ଷାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ବିକ୍ଷୋଭ ପ୍ରତିବାଦରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ପାଠପଢା ଅନଲାଇନ୍ ରେ ହୋଇଥିବା ବେଳେ ପରୀକ୍ଷା କାହିଁକି ଅଫଲାଇନରେ ଦେବୁ ବୋଲି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।

Leave A Reply

Your email address will not be published.