ସୁରକ୍ଷିତ ଫେରିବେ ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକ : ମୁଖ୍ୟମନ୍ତ୍ରୀ

0 72

ଭୁବନେଶ୍ୱର ୨୫/୦୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁକ୍ରେନରେ ଫସିଥିବା ଓଡିଆଙ୍କୁ ନେଇ ଚିନ୍ତା ପ୍ରକଟ କଲେ । ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି ନବୀନ । ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ସେ ନିଵେଦନ କରିଛନ୍ତି । ସେପଟେ ଅମିତ ଶାହା ଵି ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ବସ୍ତିକର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଫେରାଇ ଆଣିଵା ଦିଗରେ ୟୁକ୍ରେନ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଵା କହିଲେ ଶାହା ।

Leave A Reply

Your email address will not be published.