Daily Archives

May 23, 2022

୫୦୦ କୋଟିରୁ ଉର୍ଦ୍ଧ୍ୱ ଯୋଜନା ପାଇଁ “ଏନପିଜି ମଞ୍ଜୁରୀ ଜରୁରୀ

ଲଜିଷ୍ଟିକ୍ ଏବଂଯୋଗାଯୋଗ (କନେକ୍ଟିଭିଟି) ସହଜଡିତ ମୌଳିକ ଭିତ୍ତିଭୂମି ସହ ଜଡିତ୫୦୦ କୋଟି ଟଙ୍କାରୁ ଅଧିକ ସବୁଯୋଜନା ପାଇଁ ଏବେ ପିଏମ ଗତିଶକ୍ତିଯୋଜନା ଅଧିନରେ ଗଠିକ…
Read More...

ଆଧୁନିକ ଓଡ଼ିଶା ନିର୍ମାଣରେ ଓସିସିଏଲ

:ଆଧୁନିକ ଓଡ଼ିଶା ନିର୍ମାଣରେ ଅବଦାନ ପାଇଁମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାନିର୍ମାଣ ନିଗମ ଲିମିଟେଡକୁ ଉଚ୍ଚ ପ୍ରଶଂସାକରିଛନ୍ତି । ୬୦ତମ ପ୍ରତିଷ୍ଠା ଦିବସ…
Read More...

କାଶୀନଗର ଅଞ୍ଚଳରେ ପୁଣି ୪ ଟିକିଆ ହାତୀପଲ ଆତଙ୍କ 

ପାରଳାଖେମୁଣ୍ଡି ::  ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଞ୍ଚଳରେ ପୁଣି ୪ ଟିକିଆ ହାତୀପଲ ଆତଙ୍କ ଦେଖାଦେଇଛି । ଏହି ହାତୀପଲ ଯୋଗୁଁ କେତେକ ଅଞ୍ଚଳରେ ବିଭିନ୍ନ…
Read More...

ରାମନାଗୁଡା ବ୍ଲକରେ ଜିଲ୍ଲାପାଳଙ୍କ  ଯୁଗ୍ମ ଅଭିଯୋଗ ଶୁଣାଣୀ 

ରାୟଗଡା/ରାମନାଗୁଡା : ୨୩/୦୫/୨୦୨୨ :    ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଜି ରାମନାଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ପୁଣି କୋଭିଡ୍‌ ସଂକ୍ରମଣ ବ୍ୟାପିବାରୁ ଭାରତ ସମେତ ୧୬ଟି ଦେଶକୁ ଯିବା ଉପରେ ନିଷେଧାଦେଶ ଜାରି କଲା ସାଉଦୀ ଆରବ

ଜେଦ୍ଦା: ଗତ ଅଳ୍ପ କେତେ ସପ୍ତାହ ହେବ କୋଭିଡ୍-୧୯ ପୁନଃ ସଂକ୍ରମଣ ଆରମ୍ଭ ଏବଂ ଦୈନିକ କୋଭିଡ୍‌ ସଂକ୍ରମଣରେ ଦ୍ରୁତ ବୃଦ୍ଧି ହେବାରୁ ଭାରତ ସମେତ ୧୬ଟି ଦେଶ ଭ୍ରମଣରୁ…
Read More...

ଗଛରେ ପିଟିଲା ବୋଲେରୋ: ବରଯାତ୍ରୀ  ହେଲେ ସ୍ଵର୍ଗଯାତ୍ରୀ

ଘସିପୁର। ୨୩ମଇ: କେନ୍ଦୁଝର ଜିଲ୍ଲା ସିମାନ୍ତ ନଂ୫୩ ରାଜ୍ୟ ରାଜପଥ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ତରାମରା ନାଳ ପୋଲ ନିକଟରେ ଏକ ବରଯାତ୍ରୀ ନେଇ ଫେରୁଥିବା ବୋଲେରୋ…
Read More...

ରାଜ୍ୟରେ ଗୋଟିଏ ଦିନରେ ୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ ଗୋଟିଏ ଦିନରେ ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୮୩୭୯ କୁ ବୃଦ୍ଧି ପାଇଛି । ସେହିପରି ୧୮…
Read More...