ସ୍କୁଲସ୍ତରରୁ ବାହାରିବେ ଅଲମ୍ପକ୍ଟ ଖେଳାଳି

0 75

ରାଜ୍ୟ ସରକାର ଆଜି ଏକ ଅଭିନବପଦକ୍ଷେପ ନେଇଛନ୍ତି । ପାଠଶାଳାରୁଆରମ୍ଭ ହେବ ଅଲକ୍ଟମ୍ପକ୍ଟକର ପ୍ରସ୍ତୁତି ।ଆମେରିକା, ଚୀନ୍ ଓ ଜାପାନ ଢାଞ୍ଚାରେରାଜ୍ୟରେ ଅଲକ୍ଟମ୍ପକ୍ଟକର ବିଜେତା ସୃଷ୍ଟି କରିବାପାଇଁ ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ଦିଆଯିବଅଲକ୍ଟମ୍ପକ୍ଟକର ସମ୍ପକୟକ୍ଟତ ଶିକ୍ଷା । ସ୍କୁଲ ପିଲାଙ୍କୁଅଲକ୍ଟମ୍ପକ୍ଟକର ବାବଦରେ ଶିକ୍ଷା ଓ ବିଭିନ୍ନଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରଶିକ୍ଷଣ ଦେବାହେଉଛି ଏହି କାର୍ଯ୍ୟକ୍ରମର ମୂଳଉଦ୍ଦେଶ୍ୟ । ଆସନ୍ତାକାଲି ଏହିଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ । ବିଜୟ କେବଳଏକ ଲକ୍ଷ୍ୟ ନୁହେଁ, ଏହା ଅଭ୍ୟାସରେପରିଣତ ହେବା ଉଚିତ୍

ଜିତିବାର ନିଶା ହିଁ ଜଣେ ଖେଳାଳିକଉତ୍କର୍ଷ କରି ଗଢ଼ିତୋଳେ । କ୍ରୀଡାବିତଙ୍କୁଉଦ୍‌ବୋଧନଦେଲାବେଳେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଏହିପରାମର୍ଶଦେଇଆସିଛନ୍ତି । ରାଜ୍ୟ ସରକାରଙ୍କପ୍ରଚେଷ୍ଟା ବଳରେ ଭାରତୀୟ ପୁରୁଷ ହକିଟିମ୍ ୪ ଦଶନ୍ଧି ପରେ ଅଲକ୍ଟମ୍ପକ୍ଟକ୍ସଙ୍କର ପଦକହାସଲ କରିବାକୁ ସମର୍ଥ ହୋଇଛି ।ସେହିରି ମହିଳା ହକି ଟିମ୍ ମଧ୍ୟ ଅଲକ୍ଟମ୍ପକ୍ଟକ୍ସସେମିଫାଇନାଲରେ ପହଞ୍ଚିଛି । ରାଜ୍ୟରେକ୍ରୀଡାଭିତ୍ତିଭୂମିକୁ ସୁଦୃଢ କରାଯିବାକୁ ରାଜ୍ୟସରକାର ଉଦ୍ୟମ କରୁଛନ୍ତି । ଆଉ ଏବେଚୀନ ଓ ଜାପାନ ପରି ଅଲକ୍ଟମ୍ପକ୍ଟକ୍ସ ବିଜେତାସୃଷ୍ଟି କରିବା ପାଇଁ ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁଅଲକ୍ଟମ୍ପକ୍ଟକ୍ସ ଉପରେ ଶିକ୍ଷା ଦେବାକୁ ଯୋଜନାକରିଛନ୍ତି ରାଜ୍ୟ ସରକାର । ଆସନ୍ତା୨୦୨୪ ପ୍ୟାରିସ ଅଲକ୍ଟମ୍ପକ୍ଟକ୍ସକର ଦୃଷ୍ଟିରେ ରଖିଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସାରାଦେଶରେ ଓଡ଼ିଶା ସରକାର ଏପରିପଦକ୍ଷେପ ନେବାରେ ପ୍ରଥମ ହୋଇଛନ୍ତି ।ତୃଣମୂଳସ୍ତରରୁ ସ୍କୁଲ ପିଲାଙ୍କୁ ଅଲକ୍ଟମ୍ପକ୍ଟକ୍ସବାବଦରେ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେରାଜ୍ୟ ସରକାର ଏଭଳି ଯୋଜନା ଆରମ୍ଭକରିଛନ୍ତି । ପାଇଲଟ ପ୍ରକଳ୍ପ ଭାବେ ଓଡ଼ିଶାଅଲକ୍ଟମ୍ପକ୍ଟକ୍ସମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ପାଇଁଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ସ୍କୁଲଚିହ୍ନଟ ହୋଇଛି । ଭୁବନେଶ୍ୱର ମହାନଗରନିଗମର ୬୩ ଓରାଉରକେଲାମହାନଗରନିଗମରେ ୨୭ଟି ସ୍କୁଲରେଅଲକ୍ଟମ୍ପକ୍ଟକ୍ସ ମୂଲ୍ୟବୋଧ ଶିକ୍ଷାକାର୍ଯ୍ୟକ୍ରମଆରମ୍ଭ ହେବ । ପ୍ରାଥମିକ ପର୍ଯ୍ୟାୟରେରାଜ୍ୟର ଦୁଇ ସ୍ମାର୍ଟ ସିଟିର ସ୍କୁଲଗୁଡ଼ିକୁ

ମନୋନୀତ କରାଯାଇଛି ।

Leave A Reply

Your email address will not be published.