ଗହମ ପାଇଁ ଭାରତକୁ ଆମେରିକାର ଗୁହାର

0 68

ଏକସମୟ ଥିଲା ଯେତେବେଳେ ଆମେରିକାଗହମ ପଠାଇବା ନେଇ ଭାରତକୁଧମକାଉଥିଲା । ଭାରତ ଅପମାନ ସହି ମଧ୍ୟଆମେରିକା ଉପରେ ଗହମ ପାଇଁନିର୍ଭରକରୁଥିଲାଓଆମେରିକାରୟୁଏସ୍ ପିଏଲ୍‌୪୮୦ ଗହମକୁ କ୍ରୟ କରିବାକୁବାଧ୍ୟହେଉଥିଲା । ଏହି ଗହମ କିଣିବାରେ ସର୍ତ୍ତଥିଲା ଯେ ଭାରତ ଆମେରିକାରୁ ଗହମକିଣିବା ବେଳେ ଏହାର ପରିବହନ,ବିତରଣ ଓ ଭଣ୍ଡାର ଖର୍ଚ୍ଚ ମଧ୍ୟ ବୁଝିବାକୁପଡ଼ୁଥିଲା ।ହେଲେ ଆଜି ସମୟ ବଦଳିଯାଇଛି । ନିଜର ଗହମ ରପ୍ତାନୀ ବନ୍ଦ ନକରିବାକୁ ଏବେ ଆମେରିକା ଭାରତକୁଅନୁରୋଧ କରୁଛି । ଏବେ ଭାରତପାଖରେ ଏତେଖାଦ୍ୟାନ୍ନ ରହିଛି ଯେ ସାରାଦୁନିଆର ଆବଶ୍ୟକତା ପୂରଣ

କରି ।ରିବ । ୟୁରୋପର ଭାତ ହାଣ୍ଡିକୁହାଯାଉଥିବା ୟୁକ୍ରେନ ଉପରେ ଋଷରଆକ୍ରମଣ ପରେ ସେଠାକାର ପରିସ୍ଥିତିଗମ୍ଭୀର ହୋଇଛି । ୟୁକ୍ରେନରବନ୍ଦରଗାହୋଁରେ ଖାଦ୍ୟ ପଡ଼ି ରହିଛି, ହେଲେଯୁଦ୍ଧ ଯୋଗୁ ସେଠାରୁ ଖାଦ୍ୟ ଶସ୍ୟଆସି ।ରୁନାହିଁ । ଆଗକୁ ହେବାକୁ ଥିବାସଂକଟକୁ ଦେଖି ଯୁକ୍ତରାଷ୍ଟ୍ର ଆମେରିକାଚେତାବନୀ ଦେଇଛି ଯେ, ସାରା ଦୁନିଆପାଇ ମାତ୍ର ୧୦ ସପ୍ତାହ ବା ୭୦ ଦିନପାଇଁ ଗହମ ବାକି ରହିଛି । ଅନ୍ତରାଷ୍ଟ୍ରୀୟଏଜେନ୍ସି ଅନୁଯାୟୀ ଗହମର ଭଣ୍ଡାର୨୦୦୮ ପରେ ସବୁଠୁ ନିମ୍ନ ସ୍ତରରେରହିଛି । ୟୁକ୍ରେନ ସଂକଟ ଓ ଭାରତରଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଯୋଗୁୟୁରୋପୀୟ ଦେଶ ଗୁଡ଼ିକରେ ଗହମ ଅଭାବପରିଲକ୍ଷିତ ହୋଇଛି । ସମୟ ଏପରିହୋଇଛି ୟୁରୋପୀୟ ଦେଶ ଖାଦ୍ୟ ପାଇଁଚିତ୍କାର କରିାରେ । ଗୋ ଇଣ୍ଟେଲିଜେନ୍ସରିପୋର୍ଟ ଅନୁଯାୟୀ ଋଷ ଓ ୟୁକ୍ରେନ ମିଳିତଭାବେ ବିଶ୍ୱର ଏକ ଚୁତର୍ଥାଂଶ ଗହମରଅଭାବ ପୁରଣ କରିଥାନ୍ତି । ଋଷରେ ଏଥରଭଲ ଗହମ ଫସଲ ହୋଇଥିବାରୁ ସାରାପଶ୍ଚିମ ଦେଶକୁ ନିୟନ୍ତ୍ରଣ କରି।ରେ

Leave A Reply

Your email address will not be published.