ଶପଥ ଗ୍ରହଣ କରିଲେ ନବୀନ ଙ୍କ ନୂଆ ଟିମ | ଏଇଟା ଟ୍ରେଲର ,ପୁରା ଫିଲ୍ମ ୨୦୨୪ ରେ |

0 76

ଆଜି ନବୀନ ଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିଛନ୍ତି | ନିର୍ଧାରିତ ସମୟ ପୂର୍ବରୁ ଲୋକସେବା ଭବନ ରେ ପହଂଚିଥିଲେ ନୂଆ ମନ୍ତ୍ରୀମଣ୍ଡଳ ଟିମ| ଲୋକସେବା ଭବନ ପରିସରସ୍ଥିତ କନଭେନସନ୍ ହଲ୍ ଠାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ହୋଇଥିଲା ସମସ୍ତ ଆୟୋଜନ | ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ଲୋକସେବା ଭବନ ରେ ଉପସ୍ଥିତ ଥିଲେ | ମନ୍ତ୍ରୀମଣ୍ଡଳ ରେ ୭ ନୂଆ ମୁହଁ ସାମିଲ |

Leave A Reply

Your email address will not be published.