ଦିଲ୍ଲୀରେ ଗତ ୨୪ ଘଂଟାରେ ୭୯୫ କରୋନାର ନୂଆ ମାମଲା

0 75

ଦିଲ୍ଲୀ, ୧୨ ଜୁନ – ଦିଲ୍ଲୀରେ ଗତ ୨୪ ଘଂଟାରେ ୭୯୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।

ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୭ ହୋଇ ଯାଇଛି ।ଦେଶରେ ଗତ ୨୪ଘଂଟା ମଧ୍ୟରେ ୮,୫୮୨ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।

ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ଥିବା ୪୪,୫୧୩ ବେଳେ ବର୍ତମାନ ସୁଦ୍ଧା ୫,୨୪,୭୬୧ ଜଣ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.