ଇଂଲଣ୍ଡ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଝଟକା, କପ୍ତାନ ରୋହିତ ଶର୍ମା କରୋନା ପଜିଟିଭ୍

0 83

ନୂଆଦିଲ୍ଲୀ ୨୬/୬ (ଡିକେ ନ୍ୟୁଜ) : ଭାରତୀୟ ଦଳର କପ୍ତାନ ରୋହିତ ଶର୍ମା କରୋନା ପଜିଟିଭ୍ । ବିସିସିଆଇ ପକ୍ଷରୁ ଏହି ସୂଚନା ମିଳିଥିବା ବେଳେ ରୋହିତ ଶର୍ମା ବର୍ତମାନ ଆଇସୋଲେସନ ରେ ଅଛନ୍ତି । ଶନିବାର (୨୫ ଜୁନ) ରେ ହୋଇଥିବା ଏଂଟିଜନ ଟେଷ୍ଟ ରେ ରୋହିତ ଶର୍ମାଙ୍କ ପଜିଟିଭ୍ ରିପୋର୍ଟ ଆସିଥିବା ସୂଚନା ମିଳିଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏହି ଖବର ସ୍ପଷ୍ଟ କରିଛି । ବିସିସିଆଇ କହିଛି କି ରୋହିତ ଶର୍ମା ଶନିବାର ହୋଇଥିବା ରୋପିଡ ଆଂଟିଜେନ ଟେଷ୍ଟ(ଆରଏଟି) ରେ କୋଭିଡ୍‌-୧୯ ର ପରିକ୍ଷା କରାଇଥିବା ବେଳେ ରିପୋର୍ଟ ପଜିଟିଭ୍ ଆସିଛି । ବର୍ତମାନ ରୋହିତ ଶର୍ମା ହୋଟେଲ ରେ ଆଇସୋଲେସନରେ ଅଛନ୍ତି । ବିସିସିଆଇ ର ମେଡିକାଲ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି ।

Leave A Reply

Your email address will not be published.