ମୁମ୍ବାଇ ରେ ୧୦ ଜୁଲାଇ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ।

0 79

ଉଲ୍ଲାସ ନଗର ରେ ସାଂସଦ ଶ୍ରୀକାନ୍ତ ସିନ୍ଧ ଙ୍କ କାର୍ଯ୍ୟାଳୟ ରେ ଭଙ୍ଗ ରୁଜା ,୧୨ ଶିବସେନା କର୍ମକର୍ତା ଗିରଫ ।ମୁମ୍ବାଇ ରେ ୫ ଦିନ ହେବ ଚାଲିଛି ରାଜନୈତିକ ଗତିରୋଦ୍ଧ ପାଇଁ ୧୦ ପାଇଁ କର୍ଫ୍ୟୁ ଲାଗୁ କରିବା ସହିତ ସର୍ବଦଳୀୟ କାର୍ଯ୍ୟାଳୟ ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।ଗୃହମନ୍ତ୍ରୀ ପୋଲିସ ଅଧିକାରୀ ଙ୍କୁ କଡା ନଜ଼ର ରଖିବାକୁ ନିର୍ଦେଶ ଦେଇଛନ୍ତି ।ସହର ର ସବୁ ବ୍ୟାନର ପୋଷ୍ଟର ହଟେଇବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.