ଇସ୍ତପା ଦେଲେ ଦବଙ୍ଗ ଆଇପିଏସ ଅଫିସର ବସନ୍ତ ରଥ ।ରାଜନୀତିରେ ପାଦ ଥାପିବା ନେଇ ଚର୍ଚ୍ଚା ।

0 68

ଜାମୁ କାଶ୍ମୀର ର ଦବଙ୍ଗ ଆଇପିଏସ ଅଫିସର ବସନ୍ତ ରଥ ଆଜି ଆଜି ଚାକିରିରୁ ଇସ୍ତପା ଦେଇଛନ୍ତି । ସେ ଏହି ଇସ୍ତପା ପତ୍ର ଟି ମୁଖ୍ୟ ସଚିବ ଙ୍କ ନିକଟ କୁ ପଠେଇଛନ୍ତି । ସେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି କି ସେ ଆଗାମୀ ଦିନ ରେ ରାଜନୀତି ରେ ପ୍ରବେଶ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ଯଦି ମୁ ରାଜନୀତି କୁ ଆସୁଛି ତାହା ହେଲେ ବିଜେପି ରେ ଯୋଗ ଦେବି ,ଯଦି ଯୋଗ ଦେବି ତାହାପୁଣି ୨୦୧୪ ମାର୍ଚ୍ଚ ୬ ପୂର୍ବରୁ ,ଯଦି ନିର୍ବାଚନ ଲଢ଼ିବି ତାହା ହେଲେ କାଶ୍ମୀର ଭାଲି ରୁ ଲଢ଼ିବି ।

Leave A Reply

Your email address will not be published.