ରେଜରପେ, ପେଟିଏମ୍‌ ଓ କ୍ୟାସଫ୍ରି ଅଫିସ୍‌ରେ ଇଡିର ଚଢ଼ଉ

ନୂଆଦିଲ୍ଲୀ: ଚୀନର ଲୋକଙ୍କ ଦ୍ୱାରା ବେଆଇନ ଲୋନ୍‌ ଆପ୍‌ ମାଧ୍ୟରେ ହୋଇଥିବା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଜରପେ, ପେଟିଏମ୍‌…

ପ୍ରବାସୀଙ୍କ ମୁହଁରେ ନବୀନ…ନବୀନ

ଭୁବନେଶ୍ୱର, ୪ା୯ (ଡିକେ ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସେବା ପାଇଁ ସମ୍ମାନ ମିଳିବା ପରେ ଉଲ୍ଲସିତ ହୋଇଛନ୍ତି ଓଡ଼ିଶାବାସୀଙ୍କ…

କାଳିଜାଈରେ ଡଙ୍ଗା ବୁଡ଼ି ଦୁଇ ନିଖୋଜ

ବ୍ରହ୍ମଗିରି, ୪ା୯(ଡିକେ ନ୍ୟୁଜ): ଚିଲିକାରେ ଡଙ୍ଗା ବୁଡ଼ି ଅଘଟଣ । ଗମ୍ଭାରୀଠାରୁ ତିନି କିଲୋମିଟର ଦୂରରେ ଥିବା କାଳୀଜାଇ କୁଦା ନିକଟରେ…

୩ଟି ଲଘୁଚାପ: ସକ୍ରିୟ ହେବ ମୌସୁମୀ

ଭୁବନେଶ୍ୱର, ୪ା୯(ଡିକେ ନ୍ୟୁଜ): ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଆସୁଛି ପଛକୁ ପଛ ଲଘୁ·ପ । ସେପ୍ଟେମ୍ବର ମାସରେ…

ସୁନ୍ଦରଗଡ଼ ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗଙ୍କ ପ୍ରଶଂସା

ସୁନ୍ଦରଗଡ, ୪ା୯(ଡିକେ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲାଙ୍କ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ…

ନବୀନଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ‘ଭାରତରତ୍ନ ପାଇଁ ନବୀନ ଯୋଗ୍ୟ’

ନୂଆଦିଲ୍ଲୀ, ୪ା୯(ଡିକେ ନ୍ୟୁଜ): ଦୀର୍ଘ ୨୫ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ନିଜକୁ ଜନସେବାରେ ନିୟୋଜିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି…