ଲଳିତ ମୋଦି ଓ ସୁସ୍ମିତାଙ୍କ ସମ୍ପର୍କରେ ଫାଟ

ମୁମ୍ବାଇ, ୭ା୯: ଭାଙ୍ଗିଲା କି ସମ୍ପର୍କ? ଆଇପିଏଲ ପ୍ରତିଷ୍ଠାତା ଲଳିତ ମୋଦିଙ୍କ ସହ ଅଭିନେତ୍ରୀ ସୁସ୍ମିତାଙ୍କ ହେଲା କି ବ୍ରେକ୍‌ଅପ୍‌? ଗତ…

୪ ଜିଲ୍ଲାର ମିଶନ ଶକ୍ତି ମା’ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୯(ଡିକେ ନ୍ୟୁଜ): ନବୀନ ନିବାସଠାରେ ବୁଧବାର ସଂଧ୍ୟାରେ ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା’…

ଅଢେ଼ଇ ହଜାର ବ୍ରତଧାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ, ୭ା୯(ଡିକେ ନ୍ୟୁଜ): ଆଗକୁ ଆସୁଛି କାର୍ତ୍ତିକ ମାସ । ୨ ବର୍ଷ ପରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳୀ…

୨୪ ଘଣ୍ଟାରେ ଲଘୁଚାପ : ୯ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୭ା୯(ଡିକେ ନ୍ୟୁଜ): ବୁଧବାର ପୂର୍ବ କେନ୍ଦ୍ରୀୟ ପାଶ୍ୱର୍ବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା…

ଜାତୀୟ ରାଜନୀତିରେ ବଢ଼ୁଛି ନବୀନଙ୍କ ଦବ୍‌ଦବା

ଭୁବନେଶ୍ୱର, ୭ା୯(ଡିକେ ନ୍ୟୁଜ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଛାଡିବା ପରେ ଜାତୀୟ ରାଜନୀତିରେ…

ମିଶନ ୨୦୨୪ ପାଇଁ ବିଜେଡିର ବ୍ଲୁ ପ୍ରିଣ୍ଟ ଗାଁ ଗାଁରେ ପହଞ୍ôଚବ ବିକାଶର ବାର୍ତ୍ତା

ଭୁବନେଶ୍ୱର, ୭ା୯ (ଡିକେ ନ୍ୟୁଜ୍‌): ୨୦୨୪ ମିଶନ ପାଇଁ ବିଜେଡି ଏବେଠାରୁ ଲାଗିପଡ଼ିଛି । ଦଳର କ’ଣ ରହିବ ଏଜେଣ୍ଡା, କେଉଁ…