Daily Archives

September 9, 2022

ତାଇୱାନ ସମୁଦ୍ରରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଠୁଳ

ତାଇପେଇ ୦୮ ।୦୯: ତାଇୱାନ ଜଳରାଶିରେ ଚୀନ୍‌ର ଦାଦାଗିରି ଦିନକୁ ଦିନ ସୀମା ଅତିକ୍ରମ କରୁଥିବା ବେଳେ ଏହାର ମୁକାବିଲା ପାଇଁ ତାଇୱାନ- ଆମେରିକା-ଜାପାନ ଏକାଠି ହୋଇଛନ୍ତି ।…
Read More...

୨୦୨୩ ହକି ବିଶ୍ୱକପ୍‌ ପାଇଁ ଖେଳସୂଚୀ ଘୋଷଣା ୪ ପୁଲରେ ୧୬ ଟିମ୍‌: ପୁଲ୍‌ ଡି’ରେ ଭାରତ

ଭୁବନେଶ୍ୱର, ୮ା୯(ଡିକେ ନ୍ୟୁଜ): ୨୦୨୩ ହକି ବିଶ୍ୱକପ୍‌ ପାଇଁ ଖେଳସୂଚୀ ଘୋଷିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ହକି ବିଶ୍ୱକପର ଖେଳସୂଚୀ ଜାରି କରାଯାଇଛି ।…
Read More...

“ବୟକଟ୍‌ ବ୍ରହ୍ମାସ୍ତ୍ର’କୁ ନେଇ ମୁହଁ ଖୋଲିଲେ ରଣବୀର

ମୁମ୍ବାଇ, ୮ା୯: ବଲିଉଡରେ ଏବେ ଚାଲିଛି ବୟକଟ୍‌ ଯୁଗ । ଅନେକ ଫିଲ୍ମକୁ "ବୟକଟ୍‌' କରିବା ପାଇଁ ସୋସିଶାଲ ମିଡିଆରେ ଟ୍ରେଣ୍ଡ ଜାରି ରହିଛି । ନିକଟରେ ଆମୀର ଖାନ୍‌ଙ୍କ…
Read More...

ବଙ୍ଗୋପସାଗରରେ ଲଘୁଚାପ: ୫ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୮ା୯(ଡିକେ ନ୍ୟୁଜ): ପଶ୍ଚିମକେନ୍ଦ୍ରୀୟ ଏବଂ ପାଶ୍ୱର୍ବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁ·ପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା…
Read More...

ନବୀନଙ୍କ ନୀରବ ବାର୍ତ୍ତା ‘ଇମ୍ପସିବଲ ଇଜ୍‌ ନଥିଙ୍ଗ’

ଭୁବନେଶ୍ୱର, ୮ା୯(ଡିକେ ନ୍ୟୁଜ): ଟ୍ରେଡମିଲରେ ଛିଡା ହୋଇଛନ୍ତି ନବୀନ । ପଛପଟେ ଲେଖା ହୋଇଛି ‘ଇମ୍ପସିବଲ ଇଜ୍‌ ନଥିଙ୍ଗ’ । କଥାରେ ଅଛି ଫଟୋ ହଜାରେ ଶଦ୍ଦ କହିଥାଏ ।…
Read More...