ଡିସେମ୍ବରରେ ରାଜ୍ୟ ହକି ପ୍ରତିଯୋଗିତା

0 73

କଟକ, ୧୧ା୯(ଡିକେ ନ୍ୟୁଜ): ଆସନ୍ତା ଡିସେମ୍ବରରେ ରାଜ୍ୟ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ । ବର୍ଷା ଓ ବନ୍ୟା ଜନିତ କାରଣରୁ ପ୍ରତିଯୋଗିତାକୁ ଡିସେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଥିବା ସ୍ଥଘ ପକ୍ଷରୁ କୁହାଯାଇଛି । ଏହା ୭ ଦିନ ଧରି ·ଲିବ । ଏଥିରେ ଭାଗ ନେବାକୁ ଜିଲ୍ଲା ସଂଘମାନେ ସେମାନଙ୍କ ସମ୍ମତିକୁ ରାଜ୍ୟ ସ୍ଥଘ ସମ୍ପାଦକଙ୍କୁ ଜଣାଇବାକୁ ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥି ଜଣାଇଛନ୍ତି । ସଂଘ ପକ୍ଷରୁ ସମସ୍ତ ପ୍ରତିଯୋଗୀଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.