Monthly Archives

October 2022

ଅଫିସିଆଲ ସିକ୍ରେଟ ଆକ୍ଟରେ ଆସୁନାହିଁ ପୋଲିସ ଷ୍ଟେସନ

ମୁମ୍ବାଇ: ଅଫିସିଆଲ ସିକ୍ରେଟ ଆକ୍ଟରେ ଆସୁନାହିଁ ପୋଲିସ ଷ୍ଟେସନ । ଅଫିସିଆଲ ସିକ୍ରେଟ କହି ପୁଲିସ ଷ୍ଟେସନକୁ ସାଧାରଣ ଲୋକଙ୍କ ପାଇଁ ନିଷିଦ୍ଧାଞ୍ଚଳ କହି ପାରିବ ନାହିଁ ।…
Read More...

ଶେଷ ପର୍ଯ୍ୟାୟରେ ଧାମନଗର ଲଢେ଼ଇ ଆଜି ନବୀନଙ୍କ ଭର୍ଚୁଆଲ ପ୍ରଚାର

ଭୁବନେଶ୍ୱର, ୩୦ା୧୦ (ଡିକେ ନ୍ୟୁଜ୍‌): ଧାମନଗର ଉପନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ଲଢେ଼ଇ । କ୍ୟାମ୍ପେନ୍‌ ସରିବାକୁ ଆଉ ଦୁଇଦିନ ବାକି । ଭୋଟ ହାତେଇବା ପାଇଁ ସବୁ…
Read More...

ଉଠୁଛି ପଡ଼ୁଛି ଧାମନଗର: ବିଜେଡିର ମଙ୍ଗ ଧରିଛନ୍ତି ମହିଳା ସୋମବାର ୧୩ଟି ସଭାରେ ଉଦ୍‌ବୋଧନ ଦେବେ ନବୀନ

ଭୁବନେଶ୍ୱର, ୨୯ା୧୦(ଡିକେ ନ୍ୟୁଜ): ଧାମନଗରରେ ଜମୁଛି ପ୍ର·ର । ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ର·ରପ୍ରସାର ଚଳାଇଛନ୍ତି । ଷ୍ଟାର୍‌…
Read More...

୪୮୮ କୋଟି ଟଙ୍କାର ପ୍ରକଳ୍ପ ଭେଟି ବିକାଶର ମଡେଲ ସାଜିବ ପଦ୍ମପୁର

ଭୁବନେଶ୍ୱର, ୨୯ା୧୦(ଡିକେ ନ୍ୟୁଜ): ଓଡିଶାରେ ଆଜି ବିକାଶର ମାର୍ଗ ପ୍ରଶସ୍ତ ହୋଇଛି । ବିକାଶର ଗତି ମଧ୍ୟ କ୍ଷୀପ୍ର ହୋଇଛି । ସବୁଠାରେ ବିକାଶର ପଦଚିହ୍ନ ସୁସ୍ପଷ୍ଟ ।…
Read More...

ଗୃହମନ୍ତ୍ରୀଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଗୋଟିଏ ଦେଶ, ଗୋଟିଏ ପୋଲିସ୍‌ ପୋଷାକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ପୁଲିସ ପାଇଁ ଗୋଟିଏ ରାଷ୍ଟ୍ର, ଗୋଟିଏ ୟୁନିଫର୍ମର ପ୍ରସ୍ତାବ ଦେଇଛନ୍ତି । ଯାହା ବିଜେପି ସରକାରଙ୍କ…
Read More...

ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ ୪ରେ କୋଲକାତା ଯିବେ ନବୀନ

ଭୁବନେଶ୍ୱର, ୨୮ା୧୦ (ଡିକେ ନ୍ୟୁଜ୍‌): ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଓଡ଼ିଶା…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଲଆଣ୍ଡଟି ମୁଖ୍ୟ, ଫୋକସ୍‌ରେ ଶିଳ୍ପ ଓ ସାମାଜିକ ଭିତ୍ତିଭୂମି ବିକାଶ

ଭୁବନେଶ୍ୱର, ୨୮ା୧୦(ଡିକେ ନ୍ୟୁଜ): ମେକ ଇନ ଓଡିଶା କନକ୍ଲେଭ ପୂର୍ବରୁ ବହୁ ରାଷ୍ଟ୍ରୀୟ କମ୍ପାନୀ ଏଲଆଣ୍ଡଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରି·ଳନା…
Read More...