Daily Archives

November 11, 2022

“କାଶ୍ମୀର ଫାଇଲ୍ସ’ ପରେ “ଦ ଭ୍ୟାକସିନ୍‌ ୱାର’

ମୁମ୍ବାଇ,୧୦ ।୧୧: ଚଳଚ୍ଚିତ୍ର ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରୀ । ଫିଲ୍ମ "କାଶ୍ମୀର ଫାଇଲ'କୁ ନେଇ ଖୁବ୍‌ ଚର୍ଚ୍ଚାରେ ଥିଲେ । ଚଳଚ୍ଚିତ୍ରଟି ଦର୍ଶକଙ୍କ ଦ୍ୱାରା…
Read More...

ବଢ଼ୁଛି ଇଲେକ୍ଟ୍ରିକ୍‌ ଗାଡ଼ିର ଲୋକପ୍ରିୟତା ମାସକରେ ଲକ୍ଷେ ୧୨ ହଜାର ବିକ୍ରି

ନୂଆଦିଲ୍ଲୀ,୧୦ା୧୧: ଭାରତୀୟଙ୍କ ମଧ୍ୟରେ ଇଲେକ୍ଟ୍ରିକ୍‌ ଗାଡ଼ିର (ଇଭି) ଗ୍ରହଣୀୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପେଟ୍ରୋଲ ଓ ଡିଜେଲ୍‌ ·ଳିତ ଗାଡ଼ି ତୁଳନାରେ…
Read More...

ପୁଷ୍ଟିର ପାୱାର ହାଉସ୍‌ ମାଣ୍ଡିଆ

ଭୁବନେଶ୍ୱର, ୧୦ା୧୧(ଡିକେ ନ୍ୟୁଜ): ପୁଷ୍ଟି ସହ ସମୃଦ୍ଧି ଯୋଡି ହୋଇରହିଛି । ଆଜି ହେଉଛି ସମୃଦ୍ଧିର ଦେବୀ ମା' ଲକ୍ଷ୍ମୀଙ୍କ ପୂଜାର ଦିନ । ଆଜି ଦିନଟିକୁ ଓଡିଶା ସରକାର…
Read More...

ଡିସେମ୍ବର ୨୦୨୩ ସୁଦ୍ଧା ସାରା ରାଜ୍ୟ ହେବ ବସ୍ତିମୁକ୍ତ

ଭୁବନେଶ୍ୱର, ୧୦ା୧୧(ଡିକେ ନ୍ୟୁଜ): ରାଜ୍ୟର ୫ ମହାନଗରାଞ୍ଚଳର ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି କ୍ରମରେ…
Read More...

ରାଜଭବନରେ ରାଷ୍ଟ୍ରପତିଙ୍କୁ ନାଗରିକ ସମ୍ବର୍ଦ୍ଧନା ଓଡ଼ିଶାରୁ ଆରମ୍ଭ ହେଉ ଦେଶ ସମୃଦ୍ଧି ଅଭିଯାନ: ରାଷ୍ଟ୍ରପତ

ଭୁବନେଶ୍ୱର, ୧୦ା୧୧(ଡିକେ ନ୍ୟୁଜ): ନିଜ ମାଟିର ବାସ୍ନାରେ ଭିନ୍ନତା ରହିଛି । ଏପରିକି ନିଜ ମାଟିର ଆକର୍ଷଣ ନିଆରା । ମୋ ମାଟିକୁ ଆସି ମୁଁ ଆଜି ଆନନ୍ଦିତ । ସ୍ଥାନୀୟ…
Read More...

ରାଷ୍ଟ୍ରପତି ହେବା ପରେ ଜନ୍ମମାଟିକୁ ପ୍ରଥମ ଗସ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ

ଭୁବନେଶ୍ୱର, ୧୦ା୧୧ (ଡିକେ ନ୍ୟୁଜ୍‌): ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ । ବଳଗଣ୍ଡିରୁ ବଡ଼ଦାଣ୍ଡରେ ଚାଲି ଚାଲି ଗଲେ ବଡ଼ଦେଉଳ । ଭାବବିହ୍ୱଳ ହେଲେ, ହାତଟେକି…
Read More...