ଆଲିଆଙ୍କ ହଲିଉଡ୍ ଡେବ୍ୟୁର ରିଲିଜ୍ ଡେଟ୍‌

0 84

ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଅ ।ଲିଅ । ଭଟ୍ଟ । ୨୦୨୨ ବର୍ଷ ଅ ।ଲିଅ ।ଙ୍କ ପାଇଁ ବହୁତ ଭଲ ଥିଲା । ସେ ଚଳିତ ବର୍ଷ ଅଭିନୟ କରିଥିବା ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପର ହିଟ୍ ହୋଇଛି । ଏହା ବ୍ୟତୀତ ଏହି ବର୍ଷ ଅ ।ରମ୍ଭରେ ଅଭିନେତ୍ରୀ ରଣବୀର କପୁରଙ୍କୁ ବିବାହ କରିଥିଲେ । ଅଭିନେତ୍ରୀ ମାଅ । ହୋଇଥିଲେ । ବର୍ତ୍ତମାନ ଅଭିନେତ୍ରୀଙ୍କ ହଲିଉଡ ଡେବ୍ୟୁ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହାର କିଛି ସମୟ ପୂର୍ବରୁ ଅ ।ଲିଅ । ଭଟ୍ଟ ତାଙ୍କ ସୋସିଅ ।ଲ ମିଡିଅ । ଅ ।କାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ଏଥିମଧ୍ୟରୁ ଅ ।ଲିଅ । ତାଙ୍କ ହଲିଉଡର ଡେବ୍ୟୁ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନର ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ୮ ନମ୍ବରରେ ଫିଲ୍ମ “ହାର୍ଟ ଅଫ୍ ଷ୍ଟୋନ’ର ଏକ କ୍ଲିପ୍ ସେୟାର କରାଯାଇଛି । ଯେଉଁଥିରେ ଅ ।ଲିଅ । ଭଟ୍ଟ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ଏହା ସହିତ ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି । ଏହି ଫିଲ୍ମ ଅଗଷ୍ଟ ୧୧ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ

Leave A Reply

Your email address will not be published.