“ସାଲାର’ର ସେଟ୍ରୁ ଲିକ୍ ହେଲା ପ୍ରଭାସଙ୍କ ଲୁକ୍

0 82

ମୁମ୍ବାଇ : ସାଉଥର ପପୁଲାର ଷ୍ଟାର ପ୍ରଭାସ । ଅ ।ଗକୁ ଅ ।ସୁଛି ତାଙ୍କର ଅପକମିଂ ବିଗବଜେଟ ଫିଲ୍ମ । କେଜିଏଫ ପରେ ବର୍ତ୍ତମାନ ବକ୍ସ ଅଫିସରେ ଧମାଲ କରିବ ସାଲାର । ନିଦେ୍ର୍ଦଶକ ପ୍ରଶାନ୍ତ ନୀଲଙ୍କର ନିଦେ୍ର୍ଦଶିତ ନୂଅ । ଫିଲ୍ମ । ଫିଲ୍ମର ସୁଟିଂ ଦ୍ରୁତ ଗତିରେ ଚାଲିଛି । ଏହି ଚଳଚ୍ଚିତ୍ରଟି ୨୦୨୩ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ । ସେପଟେ ପ୍ରଭାସଙ୍କ ଏକ ନୂଅ । ଫଟୋ ସେଟରୁ ବାହାରିଛି । ଯାହା ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି । ସାଲାର ଚଳଚ୍ଚିତ୍ରର ସିନେମାଟୋଗ୍ରାଫର ଭୁବନ୍ ଗୌଡା ତାଙ୍କ ସୋସିଅ ।ଲ ମିଡିଅ ।ରେ ଏକ ଫଟୋ ସେୟାର କରିଛନ୍ତି । ସେ ଫିଲ୍ମର ସୁଟିଂ ଫଟୋରେ ଲାଇଟ୍ ଏବଂ ମେସିନ୍ ଦେଖିପାରିବେ । ଏହି ପୋଷ୍ଟ ସହିତ ସେ କହିଛନ୍ତି ଯେ ଫିଲ୍ମର ସୁଟିଂ ଦ୍ରୁତ ଗତିରେ ଚାଲିଛି । ପୂରା ଟିମ୍ କଠିନ ପରିଶ୍ରମ କରୁଛନ୍ତି ।ଫଟୋ ସାମ୍ନାକୁ ଅ ।ସିବା ମାତ୍ରେ ପ୍ରଶଂସକମାନେ ସାଲାରକୁ ନେଇ ଲଗାତାର କମେଣ୍ଟ ଦେଉଛନ୍ତି । କହିବାକୁ ଗଲେ ପ୍ରଶାନ୍ତ ନୀଲ ଏବଂ ପ୍ରଭାସ ପ୍ରଥମ ଥର ପାଇଁ ଫିଲ୍ମ “ସାଲାର’ରେ ଏକାଠି କାମ କରୁଛନ୍ତି ।ମିଡିଅ । ରିପୋର୍ଟ ଅନୁଯାୟୀ ନିର୍ମାତାମାନେ ଏହି ଫିଲ୍ମକୁ ବିପୁଳ ପରିମାଣରେ ପ୍ରସ୍ତୁତ କରାଯାଉଛି । ଏହି ଚଳଚ୍ଚିତ୍ରଟି ହମ୍ବଲ୍ ଫିଲ୍ମର ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହେଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାଲାର ବଜେଟ୍ ୪୦୦ କୋଟିରୁ ଅଧିକ ବୋଲି କୁହାଯାଉଛି ।

Leave A Reply

Your email address will not be published.