ଓଡିଶା ଆସିବେ UP ପୋଲିସ ଡିଜି, ଗୁଡୁ ମୁସଲିମ୍ ସଂପର୍କରେ ପୋଲିସ ସହ କରିବେ ଆଲୋଚନା

0 155

ଭୁବନେଶ୍ୱର : ଓଡ଼ିଶା ଆସିବେ ଉତ୍ତରପ୍ରଦେଶ ପୋଲସି ଡିଜି ରାଜକୁମାର ବିଶ୍ଵକର୍ମା । ଗ୍ୟାଙ୍ଗଙ୍ଗଷ୍ଟର ଆତିକ୍ ର ସହଯୋଗୀ ଗୁଡୁ ମୁସଲିମ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଓଡିଶା ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ଗୁଡୁ ମୁସଲିମ ଓଡ଼ିଶାରେ ଜଣଙ୍କ ଘରେ ଆତ୍ମଗୋପନ କରିଥିବା ସୂଚନା ପାଇଥିଲା ଉତ୍ତରପ୍ରଦେଶ ଏସଟିଏଫ । ଏବେ ବି ଓଡ଼ିଶାରେ ଗୁଡୁ ମୁସଲିମ୍ ଲୁଚିଥିବା ସନ୍ଦେହ କରୁଛି ଏସଟିଏଫ ।

Leave A Reply

Your email address will not be published.