ନୂଆଦିଲ୍ଲୀ,୧୨ା୧୦ : ୨୬ ସପ୍ତାହରଗର୍ଭ ସମାପ୍ତି ମାମଲାରେ ସୁପ୍ରିମକୋର୍ଟଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟଦେଇଛନ୍ତି । କୋର୍ଟ କହିଛନ୍ତି, ଆମେକୌଣସି ଶିଶୁକୁ ହତ୍ୟା କରିପାରିବୁନାହିଁ । ଆମକୁ ଜନ୍ମିତ ଶିଶୁର ଅଧିକାରଏବଂ ମାତାର ଅଧିକାର ମଧ୍ୟରେସନ୍ତୁଳନ ରକ୍ଷା କରିବାର ଆବଶ୍ୟକରହିଛି । ଶୁଣାଣି ସମୟରେକୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁପ·ରିଛନ୍ତି ଯେ, ଆପଣ ·ହୁଁଛନ୍ତି କିଆମେ ଏମ୍ସ ଡାକ୍ତରମାନଙ୍କୁ ଭ୍ରୂଣରହୃଦସ୍ପନ୍ଦନ ବନ୍ଦ କରିବାକୁ କୁହିବୁ ।ଯାହାର ଉତ୍ତରରେ ଓକିଲ “ନା’କହିଛନ୍ତି ସେତେବେଳେ ବେଞ୍ଚକହିଛନ୍ତି ଯେତେବେଳେ ମହିଳା ୨୪ସପ୍ତାହରୁ ଅଧିକ ସମୟ ଅପେକ୍ଷାକରିଛନ୍ତି, ତେବେ ସେ କ’ଣ ଆଉ କିଛିସପ୍ତାହ ଭ୍ରୂଣକୁ ରଖିପାରିବେ ନାହିଁ,ଯାହା ଦ୍ୱାରା ଏକ ସୁସ୍ଥ ସନ୍ତାନ ଜନ୍ମହେବାର ସମ୍ଭାବନା ରହିଛି । ବର୍ତ୍ତମାନଆଜି ଏହି ମାମଲାର ଶୁଣାଣି ହେବ ।