ନୂଆଦିଲ୍ଲୀ: ଜଟିଳ ରୋଗରଅପରେଶନର ଲାଇଭ ଷ୍ଟ୍ରିମିଂ ବନ୍ଦକରିବାକୁ ସୁପ୍ରିମକୋର୍ଟରେ ଏକପିଟିଶନ ଦାଖଲ କରାଯାଇଛି ।କୋର୍ଟରେ ଦାଖଲ ହୋଇଥିବାପିଟିଶନରେ କୁହାଯାଇଛି, ଲାଇଭସର୍ଜରୀ ଟେଲିକାଷ୍ଟ ଆଇନତଃଅନୈତିକ । ରିପୋର୍ଟ ଅନୁଯାୟୀ,ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କନେତୃତ୍ୱରେ ଏକ ବେଞ୍ଚସୁପ୍ରିମକୋର୍ଟରେ ସର୍ଜରୀର ଲାଇଭଟେଲିକାଷ୍ଟ ମାମଲାର ଶୁଣାଣି କରିଛି ।ଏହି ବେଞ୍ଚ କେନ୍ଦ୍ର ତଥା ନ୍ୟାଶନାଲମେଡିକାଲ କମିଶନ (ଏନଏମସି)ସମେତ ଅନ୍ୟମାନଙ୍କୁ ନୋଟିସ ଜାରି କରିଦିଲ୍ଲୀର କିଛି ଲୋକଙ୍କ ଦ୍ୱାରା ଦାଖଲହୋଇଥିବା ଆବେଦନ ଉପରେସେମାନଙ୍କ ପ୍ରତିକ୍ରିୟା ଲୋଡିଛି । ବର୍ତ୍ତମାନତିନି ସପ୍ତାହ ପରେ ଏହି ମାମଲାରପରବର୍ତ୍ତୀ ଶୁଣାଣି ହେବ । ସୁପ୍ରିମକୋର୍ଟରବେଞ୍ଚ କହିଛନ୍ତି, ସର୍ଜରୀର ଲାଇଭଟେଲିକାଷ୍ଟ ଉପରେ ନିୟମିତନଜର ରଖିବା ପାଇଁ ଆବେଦନକାରୀମାନେ ଜାତୀୟ ମେଡିକାଲକମିଶନଙ୍କ ନିକଟରେ ପରାମର୍ଶଲୋଡିଛନ୍ତି । ସିଜେଆଇଙ୍କ ଦ୍ୱାରାପରିଚାଳିତ ବେଞ୍ଚ କହିଛନ୍ତ,ଆବେଦନକାରୀମାନେ ଏ ବାବଦରେନିଦେ୍ର୍ଦଶାବଳୀ ପ୍ରସ୍ତୁତ କରିବା ସହ ଏକକମିଟି ଗଠନ ପାଇଁ ନିଦେ୍ର୍ଦଶ ଲୋଡିଛନ୍ତ