ମହଙ୍ଗା ପଡ଼ିଲା ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣକୁ ତ୍ରୁଟି ଦର୍ଶାଇବା

The Chief Justice's swearing-in was costly

0 92

ପିଆଇଏଲ୍ ଫାଇଲ୍ କରି ଗଣିଲେ ୫ ଲକ୍ଷ ତଣ୍ଡନୂଆଦିଲ୍ଲୀ,୧୪ା୧୦: ସୁପ୍ରିମକୋର୍ଟବମ୍ବେ ହାଇକୋର୍ଟର ମୁଖ୍ୟ ବି·ରପତିଙ୍କତ୍ରୁଟିପୂର୍ଣ୍ଣ ଶପଥକୁ ଚ୍ୟାଲେଞ୍ଜ କରିକରାଯାଇଥିବା ଆବେଦନ ନେଇଅସନ୍ତୋଷ ପ୍ରକାଶ କରିଛନ୍ତି । ଆବେଦନକରିଥିବା ବ୍ୟକ୍ତିଙ୍କ ଉପରେ ସର୍ବୋଚ୍ଚନ୍ୟାୟାଳୟ ୫ ଲକ୍ଷ ଟଙ୍କା ଜରିମାନାକରିଛନ୍ତି । ସୁପ୍ରିମକୋର୍ଟରେ ଏକପିଆଇଏଲରେ କୁହାଯାଇଥିଲା ବମ୍ବେହାଇକୋର୍ଟର ମୁଖ୍ୟ ବି·ରପତିଙ୍କ ଶପଥତ୍ରୁଟିପୂର୍ଣ୍ଣ । ଜରିମାନା ଲାଗୁ କରି ସର୍ବୋଚ୍ଚନ୍ୟାୟାଳୟ ଏପରି ପ୍ର·ର କରିବା ଏକଅମୂଳକ ପ୍ରୟାସ ବୋଲି କହିଛନ୍ତି । ଏହିପିଆଇଏଲ ସୁପ୍ରିମକୋର୍ଟରେ ପ୍ରଧାନବି·ରପତି ଡି.ୱାଇ ଚନ୍ଦ୍ରଚୂଡ, ଜଷ୍ଟିସଜେ.ବି ପାରଦୀୱାଲା ଏବଂ ଜଷ୍ଟିସମନୋଜ ମିଶ୍ରଙ୍କ ବେଞ୍ଚରେ ଶୁଣାଣିକରାଯାଇଥିଲା । ସୁପ୍ରିମକୋର୍ଟ କହିଛନ୍ତିପ୍ରଧାନ ବି·ରପତିଙ୍କ ନିକଟରେ ଶପଥଗ୍ରହଣ କରାଯାଇଛି ଏବଂ ଶପଥ ଗ୍ରହଣମହଙ୍ଗା ପଡ଼ିଲା ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣକୁ ତ୍ରୁଟି ଦର୍ଶାଇବାପିଆଇଏଲ୍ ଫାଇଲ୍ କରି ଗଣିଲେ ୫ ଲକ୍ଷ ତଣ୍ଡପରେ ହିଁ ସଦସ୍ୟତା ଗ୍ରହଣ କରାଯାଇଛି,ତେଣୁ ବର୍ତ୍ତମାନ ହାଇକୋର୍ଟର ମୁଖ୍ୟବି·ରପତିଙ୍କ ଶପଥ ଗ୍ରହଣରେ କୌଣସିଆପତ୍ତି ଉଠାଯାଇପାରିବ ନାହିଁ । ସର୍ବୋଚ୍ଚନ୍ୟାୟାଳୟ କହିଛନ୍ତି ହାଇକୋର୍ଟରବି·ରପତିଙ୍କ ଶପଥକୁ ଚ୍ୟାଲେଞ୍ଜ କରିବାଆବେଦନକାରୀଙ୍କ ପକ୍ଷରୁ ଏକ ପ୍ର·ରପ୍ରୟାସ । ଆବେଦନର ପ୍ରକୃତି ଉପରେପ୍ରଶ୍ନ ଉଠାଇ ଶୀର୍ଷ ଅଦାଲତ କହିଛନ୍ତି ଏହିମାମଲାରେ ପିଆଇଏଲ ପ୍ରାଧିକରଣରବ୍ୟବହାର ଏକ ତୁଚ୍ଛ ପ୍ରୟାସ । ଏହି ଶପଥରାଜ୍ୟପାଳଙ୍କ ଦ୍ୱାରା କରାଯାଇଛି । ଶପଥପରେ ସ୍ୱାକ୍ଷର ମଧ୍ୟ ନିଆଯାଇଛି । ଏଥିପାଇଁଆପଣ ଆପତ୍ତି ଉଠାଇ ପାରିବେ ନାହିଁବୋଲି ସର୍ବୋଚ୍ଚ ଅଦାଲତ କହିବା ସହିତଏପରି ଜନସ୍ୱାର୍ଥ ଆବେଦନରୁ କୋର୍ଟରବହୁମୂଲ୍ୟ ସମସ୍ୟ ନଷ୍ଟ ହେଉଛି । ଅନ୍ୟଗୁରୁତ୍ୱପୂର୍ଣ୍ଣ ମାମଲାରେ କୋର୍ଟଙ୍କ ଧ୍ୟାନହଟୁଛି । ବେଞ୍ଚ ଏହା ମଧ୍ୟ କହିଛନ୍ତି ଯେ,ବର୍ତ୍ତମାନ ସମୟ ଆସୁଛି ଯେତେବେଳେଏଭଳି ଅସ୍ପଷ୍ଟ ପିଆଇଏଲ୍ ଉପରେ କୋର୍ଟକଡ଼ା କାର୍ଯ୍ୟାନୁଷ୍ଠାନ ନେବା ଦରକାର ।ସେହି ଅନୁଯାୟୀ ଆମେ ୫ଲକ୍ଷ ଟଙ୍କାଜୋରିମନା ସହିତ ଆବେଦନକୁ ଖାରଜକରିଛୁ ଏବଂ ଆବେଦନକାରୀଙ୍କୁ ଉକ୍ତଅର୍ଥକୁ ୪ ସପ୍ତାହ ମଧ୍ୟରେ କୋର୍ଟରରେଜିଷ୍ଟ୍ରିରେ ଜମା କରିବାକୁ ପଡ଼ିବ । ଯଦିଧାର୍ଯ୍ୟ ସମୟ ମଧ୍ୟରେ ଜୋରିମନା ଜମାନ ହୁଏ ତେବେ ଲକ୍ଷ୍ନୌ କଲେକ୍ଟର ଏବଂଜିଲ୍ଲା ମାଜିଷ୍ଟ୍ରେଟ୍ ଜରିଆର ଏହା ଜମିରାଜସ୍ୱ ବକେୟା ଭାବରେ ଆଦାୟକରାଯିବ । ଅନ୍ୟପକ୍ଷରେ ଗତ ୧୩ତାରିଖରେ ଡାରୱିନ୍ ଥିଓରୀ ଏବଂଆଇନଷ୍ଟାଇନ ସୂତ୍ର (ଇ=ଏମ୍ସି୨)କୁ ଭୁଲଦର୍ଶାଇ ଦାଖଲ ହୋଇଥିବା ପିଆଇଏଲ୍କୁଖାରଜ କରିଥିଲେ ସୁପ୍ରିମକୋର୍ଟ ।

Leave A Reply

Your email address will not be published.