କଟକ, (ଡିକେ ନୁ୍ୟଜ୍): ଜାନୁଆରୀ୨୩ ତାରିଖରେ ଆମେ ଜାତୀୟପତାକାକୁ ସମ୍ମାନର ସହ ପ୍ରଦର୍ଶନକରିବାର ଅଧିକାର ପାଇଥିବାରୁଆମେ ଏହି ଦିନକୁ ଜାତୀୟ ପତାକାଦିବସ ଭାବରେ ପାଳନ କରିବାଉଚିତ ବୋଲି ଫ୍ଲାଗ ଫାଉଣ୍ଡେସନଅଫ୍ ଇଣ୍ଡିଆର ସଭାପତି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାର(ଜେଏସପି)ର ଅଧ୍ୟକ୍ଷ ନବୀନଜିନ୍ଦଲ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏକ ସ୍ମାରକୀ ଜାତୀୟପତାକା ଉତ୍ତୋଳନ ଅବସରରେଆହ୍ୱାନ ଦେଇଛନ୍ତି । ସେ କହିଥିଲେଯେ ଅଧିକାଂଶ ଦେଶରେ ଜାତୀୟପତାକା ଏବଂ ଏହାର ମୂଲ୍ୟବୋଧ ପାଳନ କରିବାକୁ ଜାତୀୟ ପତାକାଦିବସ ରହିଛି । ଭାରତରେ ମଧ୍ୟଜାତୀୟ ପତାକା ଦିବସ ପାଳନକରିବା ଉଚିତ ଏବଂ ୨୩ଜାନୁଆରୀ ହେଉଛି ଏହା ପାଇଁ ଏକଉପଯୁକ୍ତ ଦିନ । ଜାତୀୟ ପତାକାକୁଗର୍ବ, ସମ୍ମାନ ଏବଂ ଗୌରବରସହିତ ଉଡ଼ାଇବା ଏବଂ ପ୍ରଦର୍ଶନକରିବାର ଅଧିକାର ପ୍ରତ୍ୟେକଭାରତୀୟଙ୍କୁ ପ୍ରଦାନ କରିବାକୁ ଶ୍ରୀଜିନ୍ଦଲ ଏକ ଦଶନ୍ଧି ଧରି ଆଇନଗତସଂଗ୍ରାମ କରିଥିଲେ । ୨୦୦୪ମସିହା ଜାନୁଆରୀ ୨୩ ତାରିଖ ଦିନଭାରତର ସର୍ବୋଚ୍ଚ ନ୍ୟାୟାଳୟକହିଥିଲେ ଯେ ସମସ୍ତ ଭାରତୀୟଙ୍କୁସମ୍ମାନ ସହିତ ମୁକ୍ତ ଭାବରେଭାରତୀୟ ପତାକା ପ୍ରଦର୍ଶନକରିବାର ମୌଳିକ ଅଧିକାର ରହିଛି ।କଟକ ମହାନଗର ନିଗମର ମେୟରସୁଭାଷ ସିଂ. ବିଧାୟକ (ଚୌଦ୍ୱାର-କଟକ) ସୋଭିକ ବିଶ୍ୱାଳ, କଟକମହାନଗର ନିଗମର କମିଶନରନିଖିଲ ପବନ କଲ୍ୟାଣ (ଆଇଏସ).ରେଭେନ୍ସା ବିଶ୍ୱବିଦ୍ୟାଳୟର ଉପକୁଳପତି ଡଃ ସଞ୍ଜୟ କୁମାର ନାୟକଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟରକୁଳ ସଚିବ ଶ୍ରୀ କାହ୍ନୁ ଚରଣ ମଲିକ(ଓଏଏସ୍)ଙ୍କ ସହିତ ଶ୍ରୀ ଜିନ୍ଦଲଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଫ୍ଲାଗ୍ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ଦ୍ୱାରାସ୍ଥାପିତ ଏକ ୧୦୮ ଫୁଟ ଉଚ୍ଚସ୍ମାରକୀ ଫ୍ଲାଗପୋଲରେ ୩୬ ଫୁଟ୨୪ ଫୁଟ ତିରଙ୍ଗା ଉତ୍ତୋଳନକରିଥିଲେ । ଶ୍ରୀ ଜିନ୍ଦଲ କହିଥିଲେଯେ ଏହି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନପରିସରରେ ୧୦୮ ଫୁଟ ସ୍ମାରକୀଜାତୀୟ ପତାକା ସ୍ଥାପନ କେବଳଏକ ପ୍ରତୀକ ନ ହୋଇ, ଶିକ୍ଷକ ଓଛାତ୍ରମାନଙ୍କ ମଧ୍ୟରେ ଜାତୀୟତାରଭାବନା ସୃଷ୍ଟି କରିବାରେ ମହାନଭୂମିକା ଗ୍ରହଣ କରିବ । ଏହିଅବସରରେ ସୁଭାଷ ସିଂ ଓଡ଼ିଶାରେପୁଞ୍ଜି ନିବେଶ ଓ ଶିଳ୍ପ ପ୍ରତିଷ୍ଠା ଶ୍ରୀଜିନ୍ଦଲଙ୍କୁ ପାଇଁ ପ୍ରଶଂସା କରିଥିଲେ ।ଭାରତରେ ସମାରକୀ ପତାକାଲଗାଇ ଜାତୀୟତାର ଆଦରଣପରସାର କରିବାର ତାଙ୍କର ଅଦମୟପରତିବଦ୍ଧତା ପାଇଁ ଶରୀସୋଭିକବିଶାଳ ଶ୍ରୀ ଜିନ୍ଦଲଙ୍କ ପ୍ରଶଂସାକରିଥିଲେ । ଶ୍ରୀ ଜିନ୍ଦଲ, ବିଦ୍ୟାଳୟପରିସର ପରିଦର୍ଶନ କରିବା ସହିତବ୍ରିଟିଶ ଅମଳର ଏହି ଐତିହାସିକଶିକ୍ଷା ସଂସ୍ଥାକୁ ପ୍ରଶଂସ କରିବା ସହିତଏହାର ସଠିକ ରକ୍ଷଣା ବେକ୍ଷଣ ପାଇଁଓଡ଼ିଶା ସରକାର ଏବଂବିଶ୍ୱବିଦ୍ୟାଳୟ ପରିଚାଳନାକୁ ମଧ୍ୟପ୍ରଶଂସା କରିଥିଲେ । ଭାରତୀୟସ୍ୱାଧୀନତା ସଂଗ୍ରାମରେ ଏହିଐତିହାସିକ ବିଦ୍ୟାଳୟରଅବଦାନକୁ ମଧ୍ୟ ଶ୍ରୀ ଜିନ୍ଦଲ ମନପକାଇଥିଲେ । ଭାରତର ନଂ ୧ବେସରକାରୀ ବିଶ୍ୱବିଦ୍ୟାଳୟ ଓପିଜିଲ ଗ୍ଲୋବାଲ ୟୁନିଭରସିଟି ଏବଂରେଭେନ୍ସା ବିଶ୍ୱବିଦ୍ୟାଳୟ ମଧ୍ୟରେଉପଯୁକ୍ତ ଏକାଡେମିକ ସହଯୋଗପାଇଁ ମତ ପ୍ରକାଶ କରିଥିଲେ ।ରାଜନୀତି ବିଜ୍ଞାନର ପ୍ରଫେସର ଡଃଅସୀମା ସାହୁ ରେଭେନ୍ସାବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘରସଭାପତି ଡକ୍ଟର ଧର୍ମବ୍ରତମହାପାତ୍ର ଫ୍ଲାଗ ଫାଉଣ୍ଡେସନ ଅଫ୍ଇଣ୍ଡିଆର ମହାସଚୀବ ମେଜରଜେନେରାଲ (ଅବସରପ୍ରାପ୍ତ)ଅସୀମ କୋହଲି ଜେଏସପିରପ୍ରେସିଡେଣ୍ଟ ଓ ଗୁପ ହେଉ(ସିଏସଆର ଏଣ୍ଡ ଏଜୁକେଶନ)ପ୍ରଶାନ୍ତ କୁମାର ହୋତା, ଏବଂରେଭେନ୍ସା ବିଶ୍ୱବିଦ୍ୟାଳୟଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲ ।